Only for Entertainment

ଡ୍ରଗ ଫ୍ରିି ଇଣ୍ଡିଆ କ୍ୟାମ୍ପେନରେ ସଂଜୟ ଦତ୍ତ ଦେଇଥିବା ସ୍ପିଚ ଭିଡିଓ ଭାଇରାଲ !

26

ଫେବୃୟାରୀ ମାସରେ ହୋଇଥିବା ‘ବିଗେଷ୍ଟ ଫାଇଟ ଅଗେନ୍ଷ୍ଟ ଡ୍ରଗ’ ମିଶନରେ ଯୋଗ ଦେଇଥିଲେ ଅଭିନେତା ସଂଜୟ ଦତ୍ତ । ଅସଲରେ ଏହି କାର୍ଯ୍ୟକ୍ରମ ହୋଇଥିଲା ଚଣ୍ଡିଗଡ ୟୁନିଭର୍ସିଟିରେ । ଏହି କ୍ୟାମ୍ପେନରେ ଯୋଗ ଦେଇ ସଂଜୁ ବାବା ନିଜ ସହ ହୋଇଥିବା ଘଟଣା ଶେୟାର କରିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମ୍ମୁଖରେ, ଏବଂ ଡ୍ରଗ ତ୍ୟାଗ କରିବା ପାଇଁ ବୁଝାଇଥିଲେ ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓରେ ସଂଜୟ ଦତ୍ତ କିଭଳି ପାଠ ପଢିବା ସମୟରେ ଅନେକ ପ୍ରକାର ନିଶା ବ୍ୟବହାର କରୁଥିଲେ ଏବଂ ଏହାଦ୍ୱାରା ତାଙ୍କ ସହ ଘଟିଥିବା ସମସ୍ତ ଘଟଣା ସେଠାରେ ଉପସ୍ଥିତ ଥିବା ପିଲାଙ୍କ ସହ ଶେୟାର କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଂଜୁ ବାବାଙ୍କ ବ୍ୟତୀତ ବାଦଶାହ , କପିଲ ଶର୍ମା ଏବଂ ଶ୍ରୀ ଶ୍ରୀ ମଧ୍ୟ ଯୋଗ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More