Only for Entertainment

ଇଂଶାଅଲ୍ଲାହ: ଆଲିୟା ଭଟ୍ଟଙ୍କ ଠାରୁ ୨୭ ବର୍ଷ ବଡ଼ ସଲମାନ ଖାନ, କିନ୍ତୁ ଫିଲ୍ମରେ ଦୁଇଜଣଙ୍କୁ ଯୋଡ଼ି ଭାବରେ ନେବା ପଛରେ ରହିଛି ଏକ ଖାସ କାରଣ ।

aajtak
30

ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ଇଂଶାଅଲ୍ଲାହ ଷ୍ଟାରକାଷ୍ଟକୁ ନେଇ ଚର୍ଚ୍ଚାରେ ଅଛି । କାରଣ ଏହା ଏଭଳି ଏକ ଫିଲ୍ମ ଯେଉଁଥିରେ ସଲମାନ ପ୍ରଥମ ଥର ଆଲିୟା ଭଟ୍ଟଙ୍କ ସହିତ ସ୍କ୍ରିନ ଶେୟାର କରିବେ । କିନ୍ତୁ ଦୁଇଜଣଙ୍କ ବୟସର ଏକ ବଡ଼ ଅନ୍ତର ରହିଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି ।

ବାସ୍ତବରେ ଫିଲ୍ମର କାହାଣୀ ଏଭଳି ଯେପରିକି ଷ୍ଟାରକାଷ୍ଟ ଦୁଇଜଣଙ୍କ ମଧ୍ୟରେ ଏକ ଏଜ ଗ୍ୟାପ ରହିବ । ଯେଉଁ କାରଣରୁ ସଲମାନ ଏବଂ ଆଲିୟାଙ୍କୁ ସାଇନ କରାଯାଇଛି ।

ଏହା ସହିତ ଫିଲ୍ମର କାହାଣୀ ଏଭଳି ରହିଛି ଯେଉଁଥିରେ ସଲମାନ ଏକ ମିଡିଲ ଏଜ ବିଜନେସମ୍ୟାନ ଚରିତ୍ରରେ ନଜର ଆସିବେ । ତେବେ ୟୁଜର୍ସଙ୍କ ଭିନ୍ନ ଭିନ୍ନ କମେଂଟକୁ ନେଇ ମୁହଁ ଖୋଲିଛନ୍ତି । ଆଲିୟା କହିଛନ୍ତିଯେ ଭଂସାଲୀ ଜଣେ ବିଜନରୀ ଡାଇରେକ୍ଟର । ଲୋକ କିଛି ନଜାଣି ନବୁଝି ବିଚାର କରୁଛନ୍ତି । ଭଂସାଲୀ ପ୍ଲାନ କରୁଛନ୍ତି ଏବଂ ଏହି ଏଜ ଗ୍ୟାପ ପଛରେ ରହିଛି ଏକ ଖାସ କାରଣ । ତେବେ ମୁଁ ସଲମାନଙ୍କ ସହିତ ସ୍କ୍ରିନ ଶେୟାର କରିବାକୁ ନେଇ ଖୁବ ଉତ୍ସାହିତ ଅଛି । ମୁଁ କେବେ ମଧ୍ୟ ଭାବିନଥିଲି ଆମେ ଦୁଇଜଣ କେବେ ମଧ୍ୟ ସ୍କ୍ରିନ ଶେୟାର କରିବୁ । ଅନ୍ୟ ପକ୍ଷରେ ସଲମାନ କହିଛନ୍ତି ମୁଁ ଆଶା କରୁଛି ଏହା ଏକ ଇଂଟ୍ରେଷ୍ଟିଙ୍ଗ ଯାତ୍ରା ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More