Only for Entertainment

ଭାଣିଜୀକୁ ବଲିଉଡରେ ଲଂଚ କରିବେ ସଂଜୟ ଲୀଲା ଭଂସାଲୀ ।

India.com
27

ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ନିଜ ଭାଣିଜୀ ଶରମିନ ସେହଗଲଙ୍କୁ ବଲିଉଡରେ ଲଂଚ କରିବାକୁ ଯାଉଛନ୍ତି । ସେ ଆଗାମୀ ଦିନରେ ଫିଲ୍ମ ମଲାଲ ନିର୍ମାଣ କରିବାକୁ ଯାଉଛନ୍ତି ।ଏହି ଫିଲ୍ମରେ ତାଙ୍କ ଭାଣିଜୀ ଶରମିନ ସେହଗଲ ନଜର ଆସିବେ । ଏହି ଫିଲ୍ମରେ ଜାଭେଦ ଜାଫରୀଙ୍କ ପୁଅ ମିଜାନ ଜାଫରୀ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି ।

ଦୁଇ ଜଣ ଫିଲ୍ମର ସୁଟିଂ ଆରମ୍ଭ କରି ସାରିଛନ୍ତି ।ଏହା ପୂର୍ବରୁ ଭଂସାଲୀ ରଣବୀର କପୁର ଏବଂ ସୋନମ କପୁରଙ୍କୁ ଫିଲ୍ମ ସାୱରିୟାରେ ଲଂଚ କରିଥିଲେ । ସଂଜୟ ଲୀଲା ଭଂସାଲୀ ପୁନମ ଢିଲୋଙ୍କ ପୁଅ ଅନମୋଲ ଏବଂ ପଦ୍ମିନୀ କୋହଲାପୁରୀଙ୍କ ପୁଅ ପ୍ରିୟଙ୍କ ଶର୍ମାଙ୍କୁ ମଧ୍ୟ ଇଣ୍ଡଷ୍ଟ୍ରିରେ ଲଂଚ କରିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More