Only for Entertainment

ସଂଜୁର ସକସେସ ପାର୍ଟିରେ ଭାବୁକ ହେଲେ ତାରକା,ଦେଖନ୍ତୁ ଭିଡ଼ିଓ ।

aajtak
0 42

ସୋମବାର ଦିନ ରାଜକୁମାର ହିରାନୀଙ୍କ ରେକର୍ଡ଼ ବ୍ରେକର ଫିଲ୍ମ ସଂଜୁର ପାର୍ଟି ରଖା ଯାଇଥିଲା । ଫିଲ୍ମ ଓପନିଙ୍ଗ ୱିକେଣ୍ଡରେ ୧୨୦ କୋଟି ରୋଜଗାର କରି ସମସ୍ତ ପୁରୁଣା ରେକର୍ଡ଼କୁ ଭାଙ୍ଗି ସାରିଛି । ଫିଲ୍ମକୁ ସମସ୍ତଙ୍କ ତରଫରୁ ଖୁବ ସାରା ଭଲପାଇବା ମିଳୁଛି । ସକସେସ ପାର୍ଟିରେ ସୋନମ କପୁର,ବିକ୍କି କୌଶଲ ଓ ଅନୁଷ୍କା ଶର୍ମାଙ୍କୁ ଛାଡ଼ି ସମସ୍ତେ ଉପସ୍ଥିତ ଥିଲେ । ତେବେ ପାର୍ଟିର କେତେକ ଭିଡ଼ିଓ ସାମ୍ନାକୁ ଆସିଛି ।

ପାର୍ଟିରେ ସମସ୍ତ ଷ୍ଟାର ଖୁବସାରା ମସ୍ତୀ କରିଥିବା ନଜର ଆସିଛନ୍ତି । ସେଠାରେ ପରେଶ ରାୱଲ,ରଣବୀର କପୁର ଏବଂ ବିକ୍କି କୌଶଲଙ୍କର ଖୁବ ପ୍ରଶଂସା କରାଗଲା । ବିକ୍କି ଫିଲ୍ମ ଉରିରେ ବ୍ୟସ୍ତ ଥିବାରୁ ପାର୍ଟିରେ ଯୋଗ ଦେଇପାରି ନଥିଲେ । କିନ୍ତୁ ତାଙ୍କ ବାପା ଉପସ୍ଥିତ ଥିଲେ । ପୁଅର କାମକୁ ପ୍ରଶଂସା କରୁଥିବାର ଦେଖି ସେ ଖୁବ ଭାବୁକ ହୋଇ ଯାଇଥିଲେ । ଏହି ମୌକାରେ ରଣବୀର ଏବଂ ହିରାନୀ ଭାଷଣ ମଧ୍ୟ ଦେଇଛନ୍ତି । ଦେଖନ୍ତୁ ଭିଡ଼ିଓର ଝଲକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More