Only for Entertainment

କୁସ୍ତୀ ଆଖଡ଼ାରେ ସପ୍ନା ଏବଂ ଅର୍ଶୀଙ୍କ ଧମାକାଦାର ଡ୍ୟାନ୍ସ ।

aajtak
52

ବିଗବସରେ ପରସ୍ପରର ଶତ୍ରୁ ଥିବା ସପ୍ନା ଚୌଧରୀ ଏବଂ ଅର୍ଶୀ ଖାନ ଏବେ ଭଲ ସାଙ୍ଗ ହୋଇ ଯାଇଛନ୍ତି ।ଅଧିକାଂଶ ସମୟରେ ଦୁଇଜଣଙ୍କୁ ଇଭେଂଟରେ ଦେଖିବାକୁ ମିଳୁଛି ।ନିକଟରେ ଏହି ଦୁଇ ସାଙ୍ଗ ଦ ଗ୍ରେଟ ଖଲିଙ୍କ ସିଡବ୍ଲ୍ୟୁଇ ଶୋ’ରେ ଅତିଥି ହୋଇ ପହଂଚିଥିଲେ ।ଏହି ସମୟରେ ଦୁଇଜଣଙ୍କର ଧମାକାଦାର ଡ୍ୟାନ୍ସ ଦେଖିବାକୁ ମିଳିଛି ।


ଦୁଇ ଜଣ ଷ୍ଟେଜକୁ ଆସିବା ମାତ୍ରେ ଦର୍ଶକ ମାହୋଲରେ ପରିବର୍ତ୍ତନ ଆସିଗଲା ।ଡ୍ୟାନ୍ସ କରି ଦୁଇ ଜଣ ଦର୍ଶକଙ୍କୁ ଖୁବ ଏଂଟରଟେନ କଲେ ।ଅର୍ଶୀ ମେରେ ରସ୍କେ କମର ଏବଂ କମରିୟା ଗୀତରେ ଡ୍ୟାନ୍ସ କଲେ ।

ଦୁଇ ଜଣଙ୍କ ଡ୍ୟାନ୍ସିଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଏହି କାର୍ଯ୍ୟକ୍ରମ କରନାଲରେ ହୋଇଥିଲା ।ଖଲି ସପ୍ନାଙ୍କୁ ସାଲ୍ୟଟ କରିଥିବା ନଜର ଆସିଛି ।ହରିୟାଣୀ ଡ୍ୟାନ୍ସରଙ୍କୁ ଖୁବ ପସନ୍ଦ କଲେ ଦ ଗ୍ରେଟ ଖଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More