Only for Entertainment

ପୁଣିଥରେ ଭାଇରାଲ ହେଲା ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀଙ୍କ ଭିଡ଼ିଓ ।

ndtv
52

ସପ୍ନା ଚୌଧରୀ ତାଙ୍କ ଡ୍ୟାନ୍ସ ଦକ୍ଷତା ପାଇଁ ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ଯେକୌଣସି ଭିଡ଼ିଓ ଇଂଟରନେଟରେ ଭାଇରାଲ ହୋଇଯାଏ । ଏବେ ପୁଣିଥରେ ଡ୍ୟାନ୍ସ କରି ଧମାଲ ଖେଳାଇ ଦେଇଛନ୍ତି ସପ୍ନା ଚୌଧରୀ । ତାଙ୍କର ଏହି ଭିଡ଼ିଓ ଇଂଟରନେଟରେ ଖୁବ ଭାଇରାଲ ହେଉଛି । ଭିଡ଼ିଓରେ ସପ୍ନା ସୁପରହିଟ ହରିୟାଣୀ ଗୀତରେ ଡ୍ୟାନ୍ସ କରୁଛନ୍ତି । ତେବେ ଏହି ଡ୍ୟାନ୍ସ ଭିଡ଼ିଓକୁ ନିଜେ ସପ୍ନା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

 

View this post on Instagram

 

#desiqueen performance in #haldwani ?? #sapnachaudhary #sapnachoudhary

A post shared by Sapna Choudhary (@isapnachaudhary) on

ସପ୍ନାଙ୍କ ଏହି ଭିଡ଼ିଓକୁ ଏକାଧିକ ଲୋକ ଦେଖି ସାରିଲେଣି । ତେବେ ଏହି ଭିଡ଼ିଓକୁ ଦେଖିବା ପରେ ଦର୍ଶକ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି । ନିକଟରେ ସପ୍ନା ମଧ୍ୟପ୍ରଦେଶ, ଜୟପୁର ଏବଂ ଡେରାଡୁନରେ ଷ୍ଟେଜ ପର୍ଫମାନ୍ସ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More