Only for Entertainment

ସଲମାନ ଖାନଙ୍କ କହିବା ମୁତାବିକ ନିଜକୁ ଏଭଳି ପରିବର୍ତ୍ତନ କଲେ ସପନା, ଏବେ ଜାଣିବା କଷ୍ଟକର !

instagram
0 70

ଯେବେ ଠାରୁ ସପନା ଚୌଧୁରୀ ବିଗ ବସରେ ନଜର ଆସିଛନ୍ତି ସେବେଠାରୁ ହିଁ ତାଙ୍କର ପପୁଲାରିଟି ବଢିବାରେ ଲାଗିଛି । ବିଗବସ ପରେ ସେ ଅନେକ ବଲିଉଡ ପ୍ରୋଜେକ୍ଟ ମବଧ୍ୟ ପାଇସାରିଲେଣି । କିଛି ଦିନ ପୂର୍ବରୁ ତାଙ୍କ ଭାଇ କରଣଙ୍କ ବିବାହରେ କିଛି ଫଟୋ ଭାଇରାଲ ହୋଇଥିଲା । ଏବେ ପୁଣି ଥରେ ସପନା ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏଥର ଚର୍ଚ୍ଚାର ବିଷୟ ତାଙ୍କ ଡ୍ୟାନ୍ସ ନୁହେଁ ବରଂ ତାଙ୍କର ଗ୍ଲାମରସ ଲୁକ । ସପନା ହଠାତ ସଲୱାର ସୁଟରୁ ୱେଷ୍ଟର୍ନ ଡ୍ରେସରେ ନଜର ଆସିଛନ୍ତି । ତାଙ୍କର ଏହି ଗ୍ଲାମରସ ଲୁକ ପାଇଁ ସେ ଇଂଟରନେଟରେ ଏବେ ଭାୟରାଲ ହେବାରେ ଲାଗିଛନ୍ତି ।

?………………

A post shared by Sapna Choudhary (@itssapnachoudhary) on


ସପନା ନିଜର ମେକଓଭର କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ଚିହ୍ନିବା କାଷ୍ଟସାଧ୍ୟ ହୋଇପଡିଛି । ସପନା ତାଙ୍କ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଛନ୍ତି । ସପନାଙ୍କ ଏହି ଡିଫରେଂଟ ଲୁକ୍ କୁ ପ୍ରଶଂସକ ଖୁବମାତ୍ରାରେ ପସନ୍ଦ କରିଛନ୍ତି ।

amazing dress by pallavi agarwal …..

A post shared by Sapna Choudhary (@itssapnachoudhary) on


ସପନା ବଲିଉଡରେ ନିଜର ପାଦ ଥାପିବା ପାଇଁ ହୁଏତ ପ୍ରୟାସ କରିବା ଆରମ୍ଭ କରିଦେଲେଣି । ସେହିକାରଣରୁ ଏଭଳି ମେକଓଭର କରି ଫଟୋ ସେୟାର କରିଛନ୍ତି । କର୍ଲ ହେୟାର ଏବଂ ନାଲି ଲିପଷ୍ଟିକରେ ସେ ହିରୋଇନ ଠାରୁ ମଧ୍ୟ କିଛି କମ ଦିଶୁ ନାହାନ୍ତି ଏବଂ ସପନା ତାଙ୍କର ଓଜନ ଘଟାଇଛନ୍ତି ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More