Only for Entertainment

ସପନା ଚୌଧୁରୀଙ୍କ ଡାନ୍ସ ଦେଖି ନିଜକୁ ରୋକି ପାରିଲେ ନାହିଁ କ୍ରିକେଟର ଯୁବରାଜ ସିଂଙ୍କ ବାପା, ଏଭଳି କରିବାକୁ ଲାଗିଲେ ଡ୍ୟାନ୍ସ ।

khabarndtv
0 48

ସପନା ଚୌଧୁରୀ ନିଜ ନୂଆ ପଂଜାବୀ ସଙ୍ଗୀତରେ ଧମାଲ ମଚାଇବାରେ ଲାଗିଛନ୍ତି । ତାଙ୍କ ରିଲିଜ ଗୀତ ‘ବିଲୋରୀ ଆଁଖ’ଇଂଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଗୀତରେ କ୍ରିକେଟର ଯୁବରାଜ ସିଂଙ୍କ ବାପା ୟୋଗରାଜ ସିଂ ନଜର ଆସିଛନ୍ତି । ୟୋଗରାଜ ସିଂ ପଂଜାବୀ ଫିଲ୍ମର ପରିଚିତ ଅଭିନେତା ଅଟନ୍ତି । ସପ୍ନା ଚୌଧୁରୀଙ୍କ ସହ ତାଙ୍କ ଯୁଗଳବନ୍ଦୀ ଖୁବ ସୁନ୍ଦର ଦିଶୁଛି । ଏଥର ସପନା ବଲଉଡ କି ହଲିଉଡ ନୁହେଁ ବରଂ ପଂଜାବୀ ସଙ୍ଗରେ ସମସ୍ତଙ୍କ ମନ ଜିତି ପାରିଛନ୍ତି ।

ଏହି ଗୀତରେ ତାଙ୍କର ଜବରଦସ୍ତ ଲୁକ ସମସ୍ତଙ୍କୁ ଘାଇଲା କରିଛି । କଳାରଂଗର ଲେହେଙ୍ଗାରେ ସେ ପୂର୍ବରୁ ଖୁବ ସୁନ୍ଦର ଦିଶୁଛନ୍ତି । ସପନାଙ୍କର ଏହି ନୂଆ ଗୀତ ଶନିବାର ଦିନ ରିଲିଜ ହୋଇଥିଲା । କେବଳ ଦେଖିବା ବାକି ରହିଲା ବିଗବସର ଏହି ସେନସେଶନ କ୍ୱିନ ସପନାଙ୍କ ଏହି ଗୀତରେ ରେସପନ୍ସ କେତେ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More