Only for Entertainment

ବିବାଦୀୟ ସିରିଅଲ ବିଗବସ୧୧’ ର ଏହି ପ୍ରତିଯୋଗୀ ହେଲେ ତାରକା ମେହେତା କା ଉଲଟା ଚଷମା’ର ଦୟାବେନ !

30

ଟିଭି ସିରିଅଲ ‘ତାରକା ମେହେତା କା ଉଲଟା ଚଷମା’ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । ଆସିବା ଦିନରୁ ହିଁ ଏହି ଶୋ’ କୁ ଅନେକ ଖବର ଶୁଣିବାକୁ ମିଳେ । ପ୍ରଥମେ ସୋନୁ ଭୂମିକା ତୁଲାଉଥିବା ନିଧି ଭାନୁଶାଲୀ ଶୋ ଛାଡି ଦେଇଛନ୍ତି । ଏବେ ଦୟାବେନ ଅର୍ଥାତ ଦିଶା ବକାନୀ ଶୋ’ ଛାଡିବେ ବୋଲି ଖବର ଶୁଣିବାକୁ ମିଳୁଛି । ଏହାମଧ୍ୟରେ ହରିୟାଣା ଡାନ୍ସର ସପନା ଚୌଧୁରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅସଲରେ ସପନା ଟିକ-ଟକ୍ ରେ ଏକ ଭିଡିଓ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସପନା ଦୟାବେନଙ୍କ ନକଲ କରୁଥିବାର ନଜର ଆସିଛନ୍ତି । ଭିଡିଓ ଖୁବ ଫନି ହୋଇଛି । ସପନାଙ୍କ ଭୂମିକା ଏବଂ ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ‘ଦୋସ୍ତି କେ ସାଇଡ ଇଫେକ୍ଟସ’ରୁ ବଲିଉଡରେ ଡେବ୍ୟୁ କରିଛନ୍ତି । ତାଙ୍କର ଏହି ଫିଲ୍ମ ୮ଫେବୃୟାରୀରେ ରିଲିଜ ହେବ । ସପନା ଚୌଧୁରୀ ଜବରଦସ୍ତ ଡାନ୍ସର ଏବଂ ସିଙ୍ଗର ଅଟନ୍ତି । ସେ ଭୋଜପୁରୀ, ହିନ୍ଦୀ, ପଂଜାବୀ, ହରିୟାଣବୀ ସିନେମାରେ ଅନେକ ଗୀତ କରି ସାରିଛନ୍ତି ।

 

View this post on Instagram

 

#desiqueen back with new video ????? @itssapnachoudhary @karan.mirza #sapnachoudhary #sapnachaudhary #tiktok

A post shared by Sapna Choudhary Club (@isapnachaudhary) on


ବିଗବସରୁ ତାଙ୍କୁ ପପୁଲାରିଟି ମିଳିଛି । ଏହି ଶୋ’ ପରେ ତାଙ୍କ ମେକଓଭର ଦେଖିବାକୁ ମିଳିଥିଲା । ସପନାଙ୍କ ପପୁଲାରିଟି ଦିନ କୁ ଦିନ ବଢିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More