Only for Entertainment

ଦେଶୀ ଅବତାରରେ ନଜର ଆସିଲେ ସପ୍ନା ଚୌଧରୀ ।

aajtak
17

ହରିୟାଣା ସେନସେସନ ସପ୍ନା ଚୌଧରୀ ବିଗ ବସ ପରେ ପରେ ସାରା ଦେଶରେ ପରିଚିତ ହୋଇ ଯାଇଛନ୍ତି । ନିଜ ଡ୍ୟାନ୍ସିଂ ଷ୍ଟାଇଲରେ ସେ ସମସ୍ତଙ୍କ ହୃଦୟ ଜିତି ସାରିଛନ୍ତି । ବିଗବସ ପରେ ସପ୍ନା ଚୌଧରୀଙ୍କ ଜବରଦସ୍ତ ଟ୍ରାନ୍ସଫର୍ମେସନ ଦେଖିବାକୁ ମିଳିଛି । ତାଙ୍କ ଲୁକ ସଂପୂର୍ଣ୍ଣ ଭାବରେ ବଦଳି ଯାଇଛି । ସପ୍ନା ଯଦିଓ ମଡର୍ଣ୍ଣ ଲୁକରେ ନଜର ଆସୁଛନ୍ତି ତଥାପି ଆଜି ମଧ୍ୟ ତାଙ୍କ ହୃଦୟ ଦେଶୀ ।

ସପ୍ନା ଚୌଧରୀଙ୍କ କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସପ୍ନା ଏହି ଫଟୋକୁ ଇଂଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଛନ୍ତି । ଫଟୋରେ ସପ୍ନାଙ୍କ ଦେଶୀ ଅନ୍ଦାଜ ନଜର ଆସିଛି । ବାସ୍ତବରେ ସପ୍ନା ଗାଈ ସହିତ କ୍ୟୁଟ ଲୁକରେ ନଜର ଆସିଛନ୍ତି ।

କହିରଖୁଛୁଯେ ଗୁରୁବାରକୁ ସପ୍ନା ଏବଂ ପ୍ରସିଦ୍ଧ ପଂଜାବୀ ସିଙ୍ଗର ଦଲେର ମେହନ୍ଦୀଙ୍କ ମ୍ୟୁଜିକ ଭିଡ଼ିଓ ବାବଲୀ ଟରେଡ ରିଲିଜ ହୋଇଛି । ଏହାର ପ୍ରଥମ ଲାଇନ ପଂଜାବୀ ଭାଷାରେ ହୋଇଥିବା ବେଳେ ଏହାର ପରବର୍ତ୍ତୀ ସମସ୍ତ ଲାଇନ ହରିୟାଣି ଭାଷାରେ ଲେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More