Only for Entertainment

ଦେଶୀ ଡ୍ୟାନ୍ସ ଛାଡ଼ି ବଲିଉଡ ମୁଭ୍ସରେ ନଜର ଆସିଲେ ସପ୍ନା ଚୌଧରୀ ।

aajtak
0 82

ସପ୍ନା ଚୌଧରୀଙ୍କ ବିଭିନ୍ନ ସମୟରେ ଦେଶୀ ଡ୍ୟାନ୍ସ କରିଥିବା ଦେଖାଯାଇଛି, କିନ୍ତୁ ଏବେ ସପ୍ନା ଚୌଧରୀଙ୍କ ବ୍ୟକ୍ତିତ୍ୱ ପରିବର୍ତ୍ତନ ହୋଇଯାଇଛି । ଏହା ସହିତ ତାଙ୍କ ଡ୍ୟାନ୍ସିଂ ଷ୍ଟାଇଲାର ମଧ୍ୟ ମେକଓଭର ହୋଇଛି ।

 

Fabulous event in Delhi – Bollywood style ? #Bollywood #danceperformance #delhi

A post shared by Sapna Choudhary (@itssapnachoudhary) on

ନିକଟରେ ଦିଲ୍ଲୀରେ ହୋଇଥିବା ଏକ ଡ୍ୟାନ୍ସ ଇଭେଂଟରେ ସପ୍ନା ଚୌଧରୀଙ୍କ ଡ୍ୟାନ୍ସ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଏହାର ଏକ ଖାସ କାରଣ ରହିଛି । ବାସ୍ତବରେ ଏଠାରେ ବଲିଉଡ ଷ୍ଟାଇଲରେ ଡ୍ୟାନ୍ସ କରି ସପ୍ନା ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଦେଶୀ ଡ୍ୟାନ୍ସ ଭଳି ତାଙ୍କ ବଲିଉଡ ଷ୍ଟାଇଲ ଡ୍ୟାନ୍ସ ଫର୍ମ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ସପ୍ନା ଏହି ଭିଡ଼ିଓ ତାଙ୍କ ଇଂଷ୍ଟା ଆକାଉଂଟରେ ସେୟାର କରିଛନ୍ତି । କେବଳ ସେତିକି ନୁହେଁ ଗୀତରେ ସପ୍ନାଙ୍କ ଷ୍ଟାଇଲିସ ଅବତାର ମଧ୍ୟ ୂନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More