Only for Entertainment

ବଲିଉଡ ଷ୍ଟାଇଲ ପରେ ସପ୍ନା ଚୌଧରୀଙ୍କ ନାଗିନ ଡ୍ୟାନ୍ସ ଭାଇରାଲ ।

aajtak
0 59

ସପ୍ନା ଏବେ ତାଙ୍କର ଜବରଦସ୍ତ ମେକଓଭର ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଗ୍ରୁମିଙ୍ଗ ସହିତ ତାଙ୍କ ଡ୍ୟାନ୍ସ ଷ୍ଟାଇଲ ମଧ୍ୟ ବଦଳି ଯାଇଛି । ନିକଟରେ ସୋସିଆଲ ମିଡିଆରେ ତାଙ୍କର ଅନ୍ୟ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସେ ତେରୀ ଆଁଖୋ କା ୟୋ କାଜୋଲ ଗୀତରେ ଡ୍ୟାନ୍ସ କରୁଛନ୍ତି । କିନ୍ତୁ ହଠାତ ତାଙ୍କର ନାଗିନ ଗୀତରେ ଡ୍ୟାନ୍ସ ନଜର ଆସିଛି । ଦେଖନ୍ତୁ ଭିଡ଼ିଓ ।

 

ଦେଶୀ ମୁଭ୍ସ ଭଳି ତାଙ୍କ ନାଗିନ ମୁଭ୍ସ ମଧ୍ୟ ଖୁବ ସାନଦାର । ଭିଡ଼ିଓରେ ଖୁବ ସୁନ୍ଦର ନଜର ଆସିଛନ୍ତି ସପ୍ନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More