Only for Entertainment

ଡ୍ୟାନ୍ସ ପରେ କୁକିଙ୍ଗ ସ୍କିଲ୍ସ ସହିତ ନଜର ଆସିଲେ ସପ୍ନା ଚୌଧରୀ ।

aajtak
0 37

ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀ ନିଜର ସାନଦାର ଡ୍ୟାନ୍ସ ପାଇଁ ଖୁବ ପରିଚିତ । ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ସପ୍ନା ସେଫ ଭାବରେ ନଜର ଆସିଛନ୍ତି ।

ଭାଇରାଲ ହୋଇଥିବା ଭିଡ଼ିଓରେ ସପ୍ନା ତାଙ୍କର କୁକିଙ୍ଗ ସ୍କିଲ ଦେଖାଇଛନ୍ତି । ଡ୍ୟାନ୍ସିଂ ପରେ ସେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ନିଜ ପ୍ରଶଂସକଙ୍କ ଇମ୍ପ୍ରେଶ କରିଛନ୍ତି । ଭିଡ଼ିଓରେ ଦେଖାଯାଉଛିଯେ ସପ୍ନା କୌଣସି ବିବାହରେ ପାସ୍ତା ପ୍ରସ୍ତୁତ କରୁଛନ୍ତି ।

 

ଏବେ ସପ୍ନାଙ୍କ ଜନପ୍ରିୟତା ଖୁବ ବଢିଯାଇଛି । ବିଗ ବସ ଘରୁ ବାହାରକୁ ଆସିବା ପରେ ସେ ଖୁବ ବଦଳି ଯାଇଛନ୍ତି । ଦେଶୀ ଲୁକରେ ନଜର ଆସୁଥିବା ସପ୍ନାଙ୍କ ଲୁକ ପ୍ରାୟ ବଦଳି ଯାଇଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More