Only for Entertainment

ଫ୍ରେଶ ଫେସ ଅଫ ଦ ଇୟର ଆୱାର୍ଡ଼ ପାଇଲେ ଏହି ଅଭିନେତ୍ରୀ ।

indiatoday.in
33

ବୁଧବାରକୁ ହୋଇଥିବା ଫେମିନା ବ୍ୟୁଟି ଆୱାର୍ଡ଼ସ ୨୦୧୯ରେ ନିଜର ଜଲୱା ଦେଖାଇଲେ ଏକାଧିକ ବଲିଉଡ ସେଲିବ୍ରେଟୀ । ସେଠାରେ ଅଭିନେତ୍ରୀ ସାରା ଅଲି ଖାନ ନିଜ ହଟ ଅନ୍ଦାଜରେ ସମସ୍ତଙ୍କୁ ଇମ୍ପ୍ରେଶ ମଧ୍ୟ କରିଦେଲେ । ଏହି ସମୟରେ ସାରା ପିଙ୍କ ରଙ୍ଗର ଗାଉନ ପିନ୍ଧିଥିଲେ ।

ଏହି ଇଭେଂଟରେ ସାରାଙ୍କୁ ଫ୍ରେଶ ଫେସ ଅଫ ଦ ଇୟର ଆୱାର୍ଡ଼ ମିଳିଲା । ସାରା ଜାହ୍ନବୀଙ୍କୁ ପଛରେ ପକାଇ ଏହି କ୍ରାଉନକୁ ନିଜ ନାମରେ କରି ଦେଇଛନ୍ତି । ଦୁଇଜଣ ଗତ ବର୍ଷ ୨୦୧୮ରେ ଏକା ସାଙ୍ଗରେ ବଲିଉଡରେ ଡେବ୍ୟୁ କରିଥିଲେ । ଯାହାପରେ ଦୁଇଜଣଙ୍କୁ ନେଇ ଲୋକଙ୍କ ମଧ୍ୟରେ ଗୋଟିଏ କଥା ଆଲୋଚନା ହେଲାଯେ ଦୁଇଜଣଙ୍କମଧ୍ୟରେ କିଏ ବେଷ୍ଟ ।

ଜାହ୍ନବୀଙ୍କ ଫିଲ୍ମ ଧଡ଼କ ଯଦିଓ ବକ୍ସ ଅଫିସରେ ଫ୍ଲପ ହୋଇନଥିଲା ତଥାପି ହିଟ ମଧ୍ୟ ହୋଇନଥିଲା । କିନ୍ତୁ ଫିଲ୍ମ ସଫଳତା ପାଇଥିଲା । ଅନ୍ୟ ପକ୍ଷରେ ସାରା ପ୍ରଥମେ କେଦାରନାଥ ଏବଂ ସିମ୍ବାରେ ନଜର ଆସିଥିଲେ । ସାରାଙ୍କ ଅଭିନୀତ ସିମ୍ବା ବକ୍ସ ଅଫିସରେ ଜବରଦସ୍ତ ଇନକମ କରିଥିଲା ।

ସୌଜନ୍ୟ indiatoday.in
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More