Only for Entertainment

ପପୁଲାର ମାଗାଜିନ ଏଲି ପାଇଁ ଫଟୋସୁଟ କରିଛନ୍ତି ୟଙ୍ଗ ସେନସେସନ ସାରା ଅଲ୍ଲୀ ଖାନ !

33

ପପୁଲାର ମାଗାଜିନ ଏଲି ପାଇଁ ଫଟୋସୁଟ କରିଛନ୍ତି ୟଙ୍ଗ ସେନସେସନ ସାରା ଅଲ୍ଲୀ ଖାନ । ନିକଟରେ ସାରା ସୁଟ କରିଥିବା ଏକ୍ସକ୍ଲ୍ୟସିଭ ଫଟୋ ଗୁଡିକୁ ମାଗାଜିନ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରିଛି । ଦୁଇଟି ଫଟୋରେ ସାରାଙ୍କ ଦୁଇଟି ଡିଫରେଂଟ ଅନ୍ଦାଜ ଦେଖିବାକୁ ମିଳିଛି ।

 

View this post on Instagram

 

? ?? Shot by: @nirvairrai , @kanakaksharma , @shiven9 Edited by: @kanakaksharma

A post shared by Sara Ali Khan (@saraalikhan95) on


ଗୋଟେ ଫଟୋରେ ସାରା ପିଙ୍କ କଲର ଡ୍ରେସରେ ନଜର ଆସିିଥିବାବେଳେ ଅନ୍ୟ ଏକ ଫଟୋରେ ନାୟିକା ସ୍ପୋଟିଭ ଲୁକରେ ଦେଖାଯାଇଛନ୍ତି ।

 

View this post on Instagram

 

Read my lips ??? ? Then read between the lines ????

A post shared by Sara Ali Khan (@saraalikhan95) on

 

View this post on Instagram

 

The knowledge that makes us cherish innocence makes innocence unattainable.⚠️????

A post shared by Sara Ali Khan (@saraalikhan95) on

ମାଗାଜିନର ସେପ୍ଟେମ୍ବର ମାସ ସଂସ୍କରଣରେ କଭର ଗର୍ଲ ହୋଇଛନ୍ତି ସାରା । କେଦାରନାଥ ନାୟିକାଙ୍କ ଏହି ଫଟୋକୁ ଫ୍ୟାନ ବେଶ୍ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More