Only for Entertainment

ହାତରେ ଜୋତା ଧରି ବୁଲୁଛନ୍ତି ସାରା ଅଲୀ ଖାନ, ଦେଖନ୍ତୁ ଫଟୋ !

40

ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ନିଜ ଲୁକକୁ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କ ଫଟୋ ସବୁବେଳେ ଭାଇରାଲ ହୋଇଥାଏ । ନିକଟରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ସାରା ନିଜ ଜୋତାକୁ ହାତରେ ଧରି ବୁଲୁଥିବାର ନଜର ଆସିଛନ୍ତି ।

 

ଅସଲରେ ସାରା ୱାର୍କଆଉଟ ପରେ ଜିମରୁ ବାହାରିବା ସମୟରେ ମିଡିଆ ଘେରରେ ଆସିଥିଲେ । ଏହି ସମୟରେ ତାଙ୍କ ଟ୍ରେନର ନମ୍ରତା ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ସାରା ଫିଲ୍ମ କେଦାରନଥରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ସୁଶାନ୍ତ ସିଂ ରାଜପୂତଙ୍କ ସହ ନଜର ଆସିଥିଲେ । ଫିଲ୍ମରେ ସାରାଙ୍କ ପରଫର୍ମାନ୍ସକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଏହାପରେ ସାରା ସିମ୍ବା ଭଳି ସୁପରହିଟ ଫିଲ୍ମରେ ମଧ୍ୟ କାମ କରିସାରିଲେଣି । ସେହିଭଳି ସେ ବରୁଣ ଧୱନ ଷ୍ଟାରର ଫିଲ୍ମ କୁଲି ନଂ୧ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More