Only for Entertainment

‘ସିମ୍ବା’ ଦେଖିବା ପାଇଁ ଥିଏଟରରେ ପହଁଚିଲେ ସାରା, ଫ୍ୟାନ୍ସଙ୍କ ସହ ନେଲେ ସେଲ୍ଫି ।

AajTak
32

ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନ ଷ୍ଟାରର ଫିଲ୍ମ ସିମ୍ବା ୨୮ ଡିସେମ୍ବରରେ ରିଲିଜ ହୋଇସାରିଛି । ଏହାକୁ ନେଇ ଅଭିନେତ୍ରୀ ସାରା ଖୁବ ଖୁସିଥିବା ଦେଖିବାକୁ ମିଳିଛି । ନିକଟରେ ସାରା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଥିଏଟରରେ ଫିଲ୍ମ ଦେଖିବା ପାଇଁ ଟିକେଟ କାଟୁଛନ୍ତି । ତେବେ ସାରା ଫିଲ୍ମ ଦେଖିବା ପାଇଁ ହଲରେ ପହଁଚିବା ପୁରେ ତାଙ୍କ ଫ୍ୟାନ୍ସ ତାଙ୍କୁ ଘେରି ଯାଇଥିଲେ ଏବଂ ସେଲ୍ଫି ନେଇଥିଲେ । ସାରାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ।

 

 

View this post on Instagram

 

???? ? ? ? truly an overwhelming and surreal feeling ????? #kedarnath #simmba #grateful #friday

A post shared by Sara Ali Khan (@saraalikhan95) on

sara

କହିରଖୁଛୁ ଯେ, ସିମ୍ବା ସାରାଙ୍କ ଦ୍ୱିତୀୟ ଫିଲ୍ମ । ଏହା ପୂର୍ବରୁ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ଫିଲ୍ମ ‘କେଦାରନାଥ‘ରୁ ବଲିଉଡ ଡେବ୍ୟୁ କରିଥିଲେ । ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା । ସିମ୍ବା ବିଷୟରେ କହିବାକୁ ଗଲେ ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସିଙ୍କ ଭଲ ରେସ୍ପନ୍ସ ମିଳିଛି । ସାରାଙ୍କ ପ୍ରଥମ ଫିଲ୍ମ ପରି ଏହା ମଧ୍ୟ ବକ୍ସ ଅଫିସରେ ଭଲ କଲେକ୍ସନ କରିବ ବୋଲି ଆଶା କରାଯାଉଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More