Only for Entertainment

୧କୋଟି ନୁହେଁ କେବଳ ୧ଲକ୍ଷ ଟଙ୍କାରେ ହିଁ ଏହି ବ୍ୟକ୍ତିଙ୍କୁ ଚାପୁଡା ମାରିପାରିବେ ସାରା ଅଲୀ ଖାନ, ଜାଣନ୍ତୁ କିଏ ?

41

ବଲିଉଡରେ ନିଜ ପ୍ରଥମ ଫିଲ୍ମରୁ ଯାଦୁ ବିଛାଇଥିବା ସାରା ଅଲ୍ଲୀ ଖାନ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ସାରା ପ୍ରାୟତଃ ସାକ୍ଷାତାକାର ପାଇଁ ସବୁବେଳେ ନିଜର ଖାସ ପରିଚୟ ବନାଇ ପାରିଛନ୍ତି । କିଛି ଦିନ ହେବ ଫିଲ୍ମଫେୟାରକୁ ଦେଇଥିବା ଏକ ଇଂଟରଭ୍ୟୁରେ ବିନ୍ଦାସ ହୋଇ ଜବାବ ଦେଇ ଚର୍ଚ୍ଚାରେ ରହିଛନ୍ତି ।

ଏହି ଇଂଟରଭ୍ୟୁ’ରେ ତାଙ୍କୁ ପଚରାଯାଇଥିବା ଏକ କ୍ଲିପ ସାମ୍ନାକୁ ଆସିଛି , ଯେଉଁଥିରେ ସେ କହିଛନ୍ତି ଯେ ଟଙ୍କା ପାଇଁ ସେ ତାଙ୍କ ଭାଇ ଇବ୍ରାହିମକୁ ଥପ୍ପଡ ମାରିପାରନ୍ତି । । ଏହାପରେ ତାଙ୍କୁ ପଚରାଯାଇଥିଲା ଯେ ଯଦି ତାଙ୍କୁ ୧କୋଟି ଟଙ୍କା ଦେଇ ଇବ୍ରାହିମଙ୍କୁ ଚାପୁଡା ମାରିବାକୁ କୁହାଯାଏ? ଏଥିରେ ସେ ହସି ଉତ୍ତର ଦେଇଥିଲେ ଯେ ୧ଲକ୍ଷ ଟଙ୍କା ଦେଲେ ବି ସେ ଇବ୍ରାହିମଙ୍କୁ ମାରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More