Only for Entertainment

ପଂଜାବୀ ଅବତାରରେ ଧୁମ ମଚାଇଲେ ସାରା, ମାଙ୍କ ସହ କରିଲେ ଟ୍ରାଡିଶନାଲ ଫଟୋସୁଟ ।

Bollywood tadka
0 47

ବଲିଉଡ ଅଭିନେତ୍ରୀ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ଗତ କିଛି ଦିନ ହେବ ଫଟୋସୁଟ କରାଇଛନ୍ତି । ଏହି ଫଟୋସୁଟ ପ୍ରସିଦ୍ଧ ଡିଜାଇନର ଅବୁ ଜାନୀଙ୍କ ପାଇଁ କରିଛନ୍ତି । ଏହି ଫଟୋରେ ସାରା ନିଜ ମା’ ଏବଂ ଡିମ୍ପଲ କପାଡିଆଙ୍କ ପାଇଁ ଫଟୋସୁଟ କରାଇଛନ୍ତି ।

3’s a party ?

A post shared by Sara Ali Khan (@officialsaraalikhan) on

ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋସୁଟର ଫଟୋ ଖୁବ ପସନ୍ଦ କରାଯାଉଛି । ଫଟୋରେ ସାରା ଟ୍ରାଡିଶନାଲ ଲୁକରେ ନଜର ଆସିଛନ୍ତି । ଏହି ଫଟୋରେ ସାରା ଗୋଲ୍ଡେନ ସୁଟ ସହ ପରାନ୍ଦା ପିନ୍ଧିଥିବାର ନଜର ଆସିଛନ୍ତି ।


ତାଙ୍କର ଏହି ପଂଜାବୀ ଅବତାର ପ୍ରଶଂସକ ହୃଦୟ କିଣି ପାରିଛନ୍ତି । ଏହାସହ ବଡ ବଡ ଝୁମକା ତାଙ୍କର ଏହି ଲୁକକୁ ଖୁବ ସୁନ୍ଦର କରିଛି । ସାରା ଟ୍ରାଡିସନାଲ ଆଉଟଫିଟରେ ଖୁବ ସୁନ୍ଦର ଦିଶୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More