Only for Entertainment

କେନିୟାରେ ମା ଅମୃତାଙ୍କ ସହ ଏଭଳି ଅନ୍ଦଜରେ ନଜର ଆସିଲେ ସାରା, ଦେଖନ୍ତୁ ସୁନ୍ଦର ଫଟୋ !

38

ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ କିଛି ଦିନ ହେବ ମା’ ଅମୃତାଙ୍କ ସହ କେନିୟାରେ ସମୟ ବିିତାଉଛନ୍ତି । ସାରା କିଛି ସମୟ ପୂର୍ବରୁ ମା’ ଅମୃତାଙ୍କ ସହ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଶ୍ରୋର କରିଛନ୍ତି । ସାମ୍ନାକୁ ଆସିଥିବା ଏହି ଫଟୋ ସାରା ନିଜ ମା’ଙ୍କ ସହ ମସାଇ ମାରା ନ୍ୟାସନାଲ ରିଜବୟରେ ଶାନ୍ତିପୂର୍ଣ୍ଣ ସମୟ ବିିତାଉଛନ୍ତି । ସାରାଙ୍କ ଚେହେରା ଫିକା ନଜର ଆସୁଛି । ଫଟୋ ଶେୟାର କରି ସାରା ଲେଖିଛନ୍ତି ଓ୍ାଇଲ୍ଡର ଆଣ୍ଡ ୱାଇଲ୍ଡେଷ୍ଟ ଇନ ଦ ୱାଇଲ୍ଡ ।

 

View this post on Instagram

 

Wilder and Wildest in the Wild ?????????‍? #motherdaughter #hakunamatata #pinksky

A post shared by Sara Ali Khan (@saraalikhan95) on


ଏଠାରେ ଆମେ କହି ରଖୁଛୁ ଯେ ସାରା ତାଙ୍ଗ ମା’ଙ୍କୁ ଖୁବ ଭଲ ପାଆନ୍ତି । ଏକ ସାକ୍ଷାତକାରରେ ସେ ତାଙ୍କ ମା’ଙ୍କ ବିଷୟରେ କହୁଥିବାର ନଜର ଆସିଥିଲେ । ଏହାଦେଖି ଆମେ କହି ପାରିବା ଯେ ସାରାଙ୍କ ଲାଳନପାଳନରେ ଅମୃତା କୌଣସି କମ କରି ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More