Only for Entertainment

ଭାଙ୍ଗିଯିବ ସାରାଙ୍କ ହୃଦୟ ।

Times Now
21

ଚହଳ ସୃଷ୍ଟି କରିଥିଲା ସାରା ଓ କାତ୍ତିର୍କଙ୍କ ଡେଟିଂ ଖବର । ଅଭିନେତ୍ରୀ ସାରା ଅଲ୍ଲି ଖାନ୍, କରନ୍ତି ଅଭିନେତା କାର୍ତିକ୍ ଆର‌୍ୟନଙ୍କୁ ପସନ୍ଦ ଏବଂ ତାଙ୍କୁ ଡେଟ୍ କରିବାକୁ ଚାହାଁନ୍ତି ବୋଲି ସାରା ନିଜେ ସ୍ୱିକାର କରିଛନ୍ତି । ଆଉ ଦୁହିଁଙ୍କୁ ମିଶାଇଥିଲେ ଅଭିନେତା ରଣବୀର୍ ସିଂ । ହେଲେ ଏବେ ଏମିତି ଏକ ଖବର ଆସିଛି, ଯାହା ଶୁଣିଲେ ସାରାଙ୍କ ମନ ଭାଙ୍ଗିଯିବ ।

 

ବାସ୍ତବରେ କାର୍ତ୍ତିକ, ସାରା ନୁହେଁ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କୁ କରୁଛନ୍ତି ଡେଟ୍ । ଏମିତି କି ସେ ଅନନ୍ୟାଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ସ୍ୱିକାର କରିଛନ୍ତି । କେବଳ ସେତିକି ନୁହେଁ କାର୍ତ୍ତିକ ଓ ଅନନ୍ୟାଙ୍କୁ ଅନେକ ସ୍ଥାନରେ ଏକାଠି ସ୍ପଟ୍ ବି କରାଯାଉଛି । ଯଦି ଖବରଟି ସତ ହୁଏ, ତାହାଲେ ସାରାଙ୍କୁ ଏହା ନିଶ୍ଚିତ ଭାବେ କଷ୍ଟ ଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More