Only for Entertainment

ସାଟେଲାଇଟ ଶଙ୍କରର ମେକିଂ ଭିଡିଓ

youtube
22

ଅପକମିଂ ଫିଲ୍ମ ସାଟେଲାଇଟ ଶଙ୍କରର ଗୀତ,ଟ୍ରେଲର ରିଲିଜ ପରେ ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି । ଫିଲ୍ମର ସଫଳତା ନେଇ ମଧ୍ୟ ଟିମ ଆଶାୟୀ ଅଛି । ଡିସେମ୍ବର ୮ରେ ରିଲିଜ ହେବ ସାଟେଲାଇଟ ଶଙ୍କର ।ଏବେ ପ୍ରଡକ୍ସନ ଟିମ ଜାରି କରିଛି ଫିଲ୍ମର ମେକିଂ ଭିଡିଓ ।ଯେଉଁଥିରେ ସୁଟିଂସେଟର କିଛି ଜଣା ଅଜଣା କଥାକୁ ସ୍ଥାନ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More