Only for Entertainment

‘ସତ୍ୟମେବ ଜୟତେ ଟୁ’ର ଫଷ୍ଟ ଲୁକ ପୋଷ୍ଟର ରିଲିଜ, ଦେଖନ୍ତୁ କିଏ ହେବେ ଜନଙ୍କ ହିରୋଇନ?

hindirush
38

୨୦୧୮ରେ ରିଲିଜ ହୋଇଥିବା ଜନ ଆବ୍ରାହିମଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ’ । ଫିଲ୍ମ ଭ୍ରଷ୍ଟ ପୋଲିସ ଅଫିସରଙ୍କ ଉପରେ ଆଧାରିତ ଥିଲା । ଫିଲ୍ମରେ ଜନ୍ ଆଇନକୁ ହାତକୁ ନେଇ କରପ୍ଟ ଅଫିସରଙ୍କୁ ଦଣ୍ଡ ଦେଉଥିବାର ଦେଖିବାକୁ ମିଳିଥିଲା । ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ ମଧ୍ୟ କରିଥିଲା । ଏହି କାରଣରୁ ଫିଲ୍ମର ସିକ୍ୱେଲ ନିର୍ମାଣ ହେଲା ଏବଂ ଜନ ମଧ୍ୟ ଅଭିନୟ କରିବାକୁ ରାଜି ହୋଇଗଲେ । ତେବେ ଏବେ ଫିଲ୍ମର ପ୍ରଥମ ଲୁକ ପୋଷ୍ଟର ରିଲିଜ ହୋଇଛି ।

କେବଳ ଜନ ନୁହଁନ୍ତି ବରଂ ଦିବ୍ୟା ଖୋସଲା ମଧ୍ୟ ପୋଷ୍ଟର ଶେୟାର କରିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More