Only for Entertainment

ଛୋଟ ପରଦାର ଅଭିନେତ୍ରୀ ସୌମ୍ୟା ଟଣ୍ଡନ ମହିଳା ଦିବସରେ ଶେୟାର କଲେ ଫଟୋ !

29

ଟିଭି ଶୋ’ଭାବିଜୀ ଘର ପର ହେଁର ଅଭିନେତ୍ରୀ ସୌମ୍ୟା ଟଣ୍ଡନ ନିଜ ଇନଷ୍ଟାଗ୍ରାମ ଅକାଊଂଟରେ ପୁଅ ସହ ଫଟୋ ଶେୟାର କରି ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ସୌମ୍ୟା ଏହି ଫଟୋସୁଟ ତାଙ୍କ ପିଲା ଶୋଇଥିବା ବେଳେ କରାଇଥିଲେ ।

ଫଟୋଗ୍ରାଫର ସଚିନ ମଧ୍ୟ ସୌମ୍ୟାଙ୍କ ପୁଅ ସହ ଫଟୋସୁଟ କରାଇଥିଲେ ।

ଜାନୁଆରୀ ୧୪ରେ ସୌମ୍ୟା ପୁଅକୁ ଜନ୍ମ ଦେଇଥିଲେ । ସେ ପୁଅକୁ ଯେତେବେଳେ ଦେଖନ୍ତି ତାଙ୍କୁ ବିଶ୍ୱାସ ହୁଏ ନାହିଁ ସେ ଏତେ ସୁନ୍ଦର ମୁଲ୍ୟବାନ ଜିନିଷ ତିଆରି କରିଛନ୍ତି ବୋଲି ଫଟୋ ସହ ସୌମ୍ୟା ମେସେଜ ମଧ୍ୟ ଲେଖିଥିଲେ । ଏହା ସହ ମହିଳାମାନେ ଅସମ୍ଭବକୁ ସମ୍ଭବ କରିପାରନ୍ତି ବୋଲି ଲେଖିଛନ୍ତି ସୌମ୍ୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More