Only for Entertainment

ଲଭିଙ୍ଗ୍ ଓ କେଆରିଂ ପାର୍ଟନର ଖୋଜୁଛନ୍ତି ତ, ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମଧାରୀଙ୍କୁ ସ୍ୱୀକାର କରନ୍ତୁ ।

theundefiledmarriagebed
0 139

ଯଦି ଆପଣ ଜଣେ ଲଭିଙ୍ଗ୍ କେଆରିଂ ପାର୍ଟନରର ସନ୍ଧାନ କରୁଛନ୍ତି, ତେବେ କେବଳ ଇଂରାଜୀ ଅକ୍ଷରc, ଓଡ଼ିଆ ଅକ୍ଷରରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ଠାରେ ସେହି ଖୋଜା ଶେଷ ହେବ ଏଣୁcଅକ୍ଷରରୁ ଆରମ୍ଭ ହେଉଥିବା କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଅଛନ୍ତି, ତେବେ ତାଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବାରେ ଆଦୌ ବିଳମ୍ବ କରନ୍ତୁ ନାହିଁ ଏବେ ଆସନ୍ତୁ ଜାଣିବାcଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କର ଗୁଣ ସଂପର୍କରେ ।

ଏମାନେ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ଏମାନେ ଯେମିତି ସୁନ୍ଦର, ସେମିତି ଆକର୍ଷକ ଏମାନେ ପାର୍ଟନରର ମନ କଥା ବୁଝି ତାଙ୍କର ଯତ୍ନ ନିଅନ୍ତି ଏମାନେ କାହାରି ହୃଦୟରେ ଆଘାତ ଦିଅନ୍ତି ନାହିଁ ବା କାହାର କ୍ଷତି କରନ୍ତି ନାହିଁ ସବୁଠୁଁ ବଡ଼ କଥା ହେଲାcରୁ ନାମ ଆରମ୍ଭ ହେଉଥିବା ଯୁବକ, ଯୁବତୀ ସବୁଠୁଁ ଭରସାଯୋଗ୍ୟ ପାର୍ଟନର ସେମାନେ ପାର୍ଟନରଙ୍କୁ କେବେ ବି ଧୋକା ଦିଅନ୍ତି ନାହିଁ ଏମାନେ ଆଜୀବନ ଜୀବନସାଥୀଙ୍କ ସାଥ୍ ଦିଅନ୍ତି

 ଏମାନେ ଖୁବ୍ ରୋମାଣ୍ଟିକ୍ ସ୍ୱଭାବର ଜୀବନରେ କେବେ ବି ରୋମାନ୍ସକୁ ଛାଡନ୍ତି ନାହିଁ ଖାଲି ସେତିକି ନୁହେଁ ଏମାନଙ୍କ ଯୌନଜୀବନ ବି ସୁଖମୟ ମଝିରେ ମଝିରେ ପାର୍ଟନରଙ୍କୁ ସରପ୍ରାାଇଜ୍ ଦେବା ଏମାନଙ୍କର ବିଶେଷ ସ୍ୱଭାବ cଅକ୍ଷରରୁ ଆରମ୍ଭ ହେଉଥିବା ନାମଧାରୀ ବ୍ୟକ୍ତିଙ୍କର ପାର୍ଟନର ମନକଥା ଜାଣିବା ଲାଗି ଅଦ୍ଭୁତ କ୍ଷମତା ଅଛି ଏମାନେ ନିଜେ କଷ୍ଟ ସହିବେ, ହେଲେ କେବେ ବି ଜୀବନ ସାଥୀଙ୍କୁ କଷ୍ଟ ଭୋଗିବାକୁ ଦେବେ ନାହିଁ ଏମାନେ କେବେ ବି ପାର୍ଟନରଙ୍କୁ ନିଃସଙ୍ଗ ଅନୁଭବ ଆଣିବାକୁ ଦିଅନ୍ତି ନାହିଁ ମୋଟାମୋଟି ଭାବେ ଏମାନେ ଉତ୍ତମ ଜୀବନ ସାଥୀ ସାବ୍ୟସ୍ତ ହୋଇଥାଆନ୍ତି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More