Only for Entertainment

ଅଭିଷେକଙ୍କ ବିବାହ ଦିନ କିଛି ଏଭଳି ଘଟିଥିଲା, ଯାହା କେହି ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ ।

zee news
0 36

ବଲିଡଉର ଜଣେ ପ୍ରତିକ୍ଷୀତ ପରିବାରର ଅଭିନେତା ହେଉଛନ୍ତି ଅଭିଷେକ । ଯଦିଓ ବାପା ଅମିତାଭଙ୍କ ଭଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଏତେ ସଫଳତା ହାସଲ କରିପାରି ନାହାଁନ୍ତି ତଥାପି ସେ କୌଣସି କାର୍ଯ୍ୟରେ କମ ନୁହଁନ୍ତି । ଦେଖିବାକୁ ମଧ୍ୟ ଖୁବ ସୁନ୍ଦର । ଯେକୌଣସି ଝିଅ ମଧ୍ୟ ତାଙ୍କ ପ୍ରେମରେ ପଡ଼ିବା ସ୍ୱଭାବିକ କଥା । ବିଶ୍ୱ ସୁନ୍ଦରୀ ଐଶ୍ୱରୀୟା ମଧ୍ୟ ଏଥିରୁ ବାଦ ପଡ଼ି ନଥିଲେ ଏବଂ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ତାଙ୍କ ବିବିାହ ଦିନ ଏଭଳି କିଛି ହୋଇଥିଲା ଯାହାକୁ ଜାଣିଲେ ଆପଣଙ୍କ ହୋଶ ଉଡ଼ିଯିବ ।

 


ବାସ୍ତବରେ ଅଭିଷେକ ଏବଂ ଐଶ୍ୱରୀୟାଙ୍କ ବିବାହ ଦିନ ଜାହ୍ନବୀ ନାମକ ଏକ ମଡେଲ ତାଙ୍କ ଘର ସାମ୍ନାରେ ହଙ୍ଗାମା କରିଥିଲେ । ଏହା ସହିତ ସେ ଅଭିଷେକଙ୍କ ପତ୍ନୀ ବୋଲି ଦାବି କରୁଥିଲେ । କେବଳ ସେତିକି ନୁହେଁ ବରଂ ଅଭିଷେକଙ୍କ ଘର ସାମ୍ନାରେ ସେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ବିବାହର ପ୍ରମାଣ ମଗା ଯାଇଥିଲା,ସେ କହିଲେ ଭଲପାଇବା ପାଇଁ କୌଣସି ପ୍ରମାଣର ଆବଶ୍ୟକତା ନାହିଁ ।

ବିବାହ ପୂର୍ବରୁ ଐଶ ଏବଂ ଅଭିଷେକଙ୍କର କେତେକ ଅଫେୟାର ମଧ୍ୟ ଥିଲା । କିନ୍ତୁ ୨୦ ଏପ୍ରିଲ ୨୦୦୭ରେ ସବୁକିଛି ଭୁଲି ଦୁଇଜଣ ପ୍ରେମ ସଂପର୍କରେ ବାନ୍ଧି ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More