Only for Entertainment

ସାମ୍ନାକୁ ଆସିଲା କପିଲ ଶର୍ମାଙ୍କ ୱେଡିଙ୍ଗ କାର୍ଡ଼ ।

bollywood tadka
30

କମେଡିଆନ କପିଲ ଶର୍ମା ଗର୍ଲଫ୍ରେଣ୍ଡ ଗିନିଙ୍କ ସହିତ ୧୨ ଡିସେମ୍ବରକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ଏହି ପ୍ରସିଦ୍ଧ କମେଡିଆନଙ୍କ ୱେଡିଙ୍ଗ କାର୍ଡ଼ ଫଟୋ ସାମ୍ନାକୁ ଆସିଛି ।

ଏହା ପୂର୍ବରୁ କପିଲଙ୍କ ଶୋ’ର ପ୍ରମୋ ରିଲିଜ ହୋଇଥିଲା । କେବଳ ସେତିକି ନୁହେଁ କପିଲ ବିବାହ ପୂର୍ବରୁ ନିଜ ଲଭଷ୍ଟୋରୀ ମଧ୍ୟ ଶେୟାର କରିଛନ୍ତି ।

କହିରଖୁଛୁଯେ ଏବେ ବିବାହର ଟ୍ରେଣ୍ଡ ଚାଲିଛି । ଆସନ୍ତା କାଲି ପ୍ରିୟଙ୍କା ଏବଂ ନିକଙ୍କ ବିବାହ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More