Only for Entertainment

ଇଦରେ ପ୍ରସ୍ତୁତ କରନ୍ତୁ ସିମେଇ କେଶରୀ

Food Recipes Easy
0 29

ସାମଗ୍ରୀ-
ଲହୁଣୀ- ୪ ଚାମଚ, ସିମେଇ- ୧କପ, କାଜୁ- ୨ ଚାମଚ, କିସମିଶ- ୧ ଚାମଚ, ପାଣି- ୨ କପ, କେସର ପାଣି- ୨ ଚାମଚ, ତିନି- ଅଧା କପ, ଅରେଂଜ ଫୁଡ କଲର, ଗୁଜୁରାତି ପାଉଡର- ୧/୪ ଚାମଚ

ପ୍ରଣାଳୀ-
ପ୍ରଥମେ ପ୍ୟାନରେ ୨ ଚାମଚ ବଟର ଗରମ କରନ୍ତୁ । ସେଥିରେ ସିମେଇ ପକାଇ ଗୋଲଡେନ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାକୁ କାଢି ପ୍ୟାନରେ ୨ ଚାମଚ ବଟର ଗରମ କରି କାଜୁ କିସମିଶକୁ ଭାଜି ରଖନ୍ତୁ । ଏହା ପରେ ପାଣି ଏବଂ କେସର ପାଣି ଦେଇ ପ୍ୟାନ ବସାନ୍ତୁ । ଏହା ଫୁଟିବା ପରେ ସେଥିରେ ଭଜା ସିମେଇ ପକାଇ ୫ ମିନିଟ ଫୁଟିବାକୁ ଦିଅନ୍ତୁ । ଏହା ପରେ ପାଣି ଶୁଖିଗଲା ପରେ ଚିନି ଏବଂ ଫୁଡ କଲର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଗୁଜୁରାତି ଗୁଣ୍ଡ, କାଜୁ, କିଶମିଶ ପକାଇ ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସିମେଇ କେଶରୀ । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More