Only for Entertainment

ଶାରୀରିକ ସମ୍ପର୍କ ଦ୍ୱାରା ପ୍ରେମ ସମ୍ପର୍କ ମଜଭୂତ? ଜାଣନ୍ତୁ ଏହାର କାରଣ !

164

ଅନେକ ପ୍ରେମୀଙ୍କ ମତରେ ଶାରୀରିକ ସମ୍ପର୍କ କାରଣରୁ ସମ୍ପର୍କରେ ଦୂରତା ଆସେ । କିନ୍ତୁ ଅନେକ ଲୋକ ଏହାକୁ ଅବିଶ୍ୱାସ କରନ୍ତି । ଆସନ୍ତୁ ଜାଣିବା ଶାରୀରିକ ସମ୍ପର୍କ ବିନା ସମ୍ପର୍କ କିପରି ଦୀର୍ଘାୟୁ ହୋଇପାରିବ । ଏହି ବିଷୟକୁ ନେଇ ପ୍ରେମୀ ଯୁଗଳଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । କିଛି ଲୋକ କହିଛନ୍ତି ଶାରୀରିକ ସମ୍ପର୍କ ସମ୍ପର୍କ ଉପରେ ଭାରୀ ପଡିଥାଏ ଏବଂ ଶାରୀରିକ ସମ୍ପର୍କ ଆଧାରରେ ସମ୍ପର୍କ ଦୀର୍ଘାୟୁ ନୁହେଁ । ବୁଝାମଣା ହିଁ ସମ୍ପର୍କକୁ ଦୀର୍ଘାୟୁ କରିଥାଏ ।

ଜଣେ ବିବାହିତ ବ୍ୟକ୍ତି କହିଛନ୍ତି ସମ୍ପର୍କରେ ଶାରୀରିକ ସମ୍ପର୍କ ଜରୁରୀ ଏବଂ ଏହା ପ୍ରେମର ଏକ ଅଂଶ ଅଟେ । ଏହା ନଥିଲେ ସମ୍ପର୍କରେ ଘନିଷ୍ଠତା ଆସେ ନାହିଁ ଏବଂ ସମ୍ପର୍କ କ୍ଷଣସ୍ଥାୟୀ ।

କିଛି ଲୋକଙ୍କ ମତ ଅନୁସାରେ ଶାରୀରିକ ସମ୍ପର୍କ ପ୍ରେମର ଅଂଶ ଅଟେ । ଏହି ସମ୍ପର୍କକୁ ଅଧିକ ମହତ୍ୱ ଦେଉଥିବା ବ୍ୟକ୍ତିଙ୍କ ମନରେ ସମ୍ପର୍କର କୌଣସି ମୂଲ୍ୟ ନଥାଏ । ଶାରୀରିକ ସମ୍ପର୍କକୁ ବାଦ୍ ଦେଇ ଏଭଳି ଅନେକ କଥା ରହିଛି କପଲଙ୍କ ଭିତରେ ଯାହା ଭଲ ବଣ୍ଡିଂ ଗଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More