Only for Entertainment

ନିଜର କିଲର ଫିଗର ଦେଖାଇ ଲୋକଙ୍କୁ ପାଗଳ କରୁଛନ୍ତି ଏହି ସସସ୍ତ ନାୟିକା,ଆପଣ ଦେଖିଲେ ମଧ୍ୟ କହିବେ ବାଃ ।

bollywood tadka
47

ଦିନ ଥିଲା ଯେତେବେଳେ ଇଣ୍ଡଷ୍ଟ୍ରିରେ ଅଭିନୟକୁ ଅଧିକ ଗୁରୁତ୍ୱ ଦିଆ ଯାଉଥିଲା । କିନ୍ତୁ ଏବେ ସମୟ ଏବଂ ପରିସ୍ଥିତି ଉଭୟ ବଦଳି ଯାଇଛି । ଏବେ ଅଭିନେତ୍ରୀଙ୍କୁ ଅଭିନୟ ସହିତ ଫିଗର ଏବଂ ସୁନ୍ଦରତାକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ୁଛି । ବଲିଉଡରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଫିଗର ଖୁବ ଆକର୍ଷକ । ଆଜି ଆମେ ଆପଣଙ୍କୁ ସେହି ନାୟିକାଙ୍କ ବିଷୟରେ କହିବୁ ଯେଉଁମାନେ ତାଙ୍କ କିଲର ଲୁକରେ ଲୋକଙ୍କୁ ଦିୱାନା କରି ସାରିଛନ୍ତି ।

୪୩ ବର୍ଷରେ ମଧ୍ୟ ମଲାଇବା କେତେକ ହିରୋଇନଙ୍କ ସାମ୍ନାରେ ବାଜି ମାରିଛନ୍ତି । ଫିଲ୍ମରେ ଆଇଟମ ଗୀତ କରି ମଲାଇକା ଲୋକଙ୍କୁ ଦିୱାନା କରିଛନ୍ତି ।

ଜାହ୍ନବୀ ଫିଲ୍ମ ଧଡ଼କରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ଖୁବ ଲୋକପ୍ରିୟ ହୋଇ ସାରିଛନ୍ତି । ଫିଗର କ୍ଷେତ୍ରରେ ସେ କେତେକ ହିରୋଇନଙ୍କୁ ପଛରେ ପକାଇ ସାରିଛନ୍ତି ।

jahnbi

ସାରା ଅଲି ଖାନ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ସାରା ନିଜ ହଟ ଫଟୋ ଯୋଗୁଁ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ଶ୍ରଦ୍ଧା କପୁର ବଲିଉଡର ଖୁବ ଗ୍ଲାମରସ ହିରୋଇନଙ୍କ ମଧ୍ୟରୁ ଜଣେ । ନିଜର ଅଭିନୟ ଏବଂ ସୁନ୍ଦରତା ଯୋଗୁଁ ସେ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି ।

ବଲିଉଡ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ନିଜ ଅଭିନୟ ଏବଂ ଫିଗର ପାଇଁ ଖୁବ ପ୍ରସିଦ୍ଧ ହୋଇ ସାରିଛନ୍ତି । ତାଙ୍କର ସମସ୍ତ ଫିଲ୍ମ ସୁପରହିଟ ମଧ୍ୟ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More