Only for Entertainment

ରିଲିଜ ହେଲା କଣ୍ଠଶିଳ୍ପୀ ଶବିଶେଷ ମିଶ୍ରଙ୍କ ଏକ ରୋମାଂଟିକ୍ ଗୀତ ‘ତୁ ମୋ ପ୍ରେମ’ !

46

ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ଶବିଶେଷ ମିଶ୍ରଙ୍କ ଆକର୍ଷଣୀୟ ଗାୟିକି ଶୁଣିବାକୁ ମିଳିଛି ଏକ ରୋମାଂଟିକ୍ ଗୀତରେ । ଯାହାର ଷ୍ଟୁଡିଓ ଭର୍ସନ୍ ନିକଟରେ ରିଲିଜ୍ ହୋଇଛି । ଏହି ଗୀତର ଟାଇଟେଲ୍ ରହିଛି ‘ତୁ ମୋ ପ୍ରେମ’ । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅସାଦ ନିଜାମ୍ । ଗୀତରେ ଲିରିକ୍ସ ଦେଇଛନ୍ତି ତପୁ ନାୟକ । ଗୀତଟି ସ୍ରୋତାଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି ।


ଅନେକ ରୋମାଂଟିକ୍ ଗୀତରେ ଶବିଷେକ ନିଜ ୟୁନିକ୍ ସିଙ୍ଗିଙ୍ଗ ଷ୍ଟାଇଲର କମାଲ୍ ଦେଖାଇଛନ୍ତି । ନିଜ ସଫ୍ଟ ଭଏସ୍ ଜରିଆରେ ଓଡିଆ ସ୍ରୋତାଙ୍କ ମନଜିଣିବାରେ ସଫଳ ହୋଇଛନ୍ତି ଶବିଶେଷ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More