Only for Entertainment

ନେଟଫ୍ଲିକ୍ସର ଏହି ଶୋ’ରେ ନଜର ଆସିବେ ଶାହରୁଖ, ସାମ୍ନାକୁ ଆସିଲା ଟ୍ରେଲର !

20

ଶାହରୁଖ ଖାନ ଭାରତ ନୁହଁନ୍ତି ବରଂ ସାରା ଦୁନିଆର ପ୍ରିୟ ଅଟନ୍ତି । ଦେଶ-ବିଦେଶରେ ଲୋକ ଶାହରୁଖ ଖାନ ଏବଂ ତାଙ୍କ ଫିଲ୍ମକୁ ଖୁବ ପସନ୍ଦ କରନ୍ତି । ବଲିଉଡ କିଙ୍ଗ ଖାନ ବୋଲାଉଥିବା ଶାହରୁଖ ହଲିଉଡ ସେଲିବ ଡେବିଡ ଲେଟରମ୍ୟାନ ଶୋ’ରେ ଆସିଥିଲେ, ଯାହାର ଖବର ଅନେକ ସମୟ ଧରି ଶୁଣିବାକୁ ମିଳିଥିଲା । ଚଳିତ ବର୍ଷ ଇଦରେ ଭାରତ ଆସି ଶାହରୁଖଙ୍କ ଘରକୁ ଆସି ନିଜ ଶୋ ପାଇଁ ସୁଟ ମଧ୍ୟ କରିଥିଲେ ।

ଏବେ ଲମ୍ବା ସମୟ ପରେ ଶାହରୁଖ ଖାନ ଏପିସେ।।ଡର ଟ୍ରେଲର ରିଲିଜ କରିଛନ୍ତି । ଶାହରୁଖ ଖାନ ହଲିଉଡ ହୋଷ୍ଟ ଡେବିଡ ଲେଟରମ୍ୟାନଙ୍କ ଶୋ ମାୟ ନେକ୍ସଟ ଗେଷ୍ଟ ନିଡ୍ସ ନୋ ଇଂଟ୍ରୋଡକ୍ସନର ନୂଆ ସିଜନରେ ନଜର ଆସିବେ । ଏପିସୋଡର ଟ୍ରେଲରରେ ଡେବିଡଙ୍କୁ ଶାହରୁଖଙ୍କ ବିଷୟରେ କଥା ହେବାର ଦେଖିବାକୁ ମିଳିବ । ଏଥିରେ ସେ ଶାହରୁଖଙ୍କୁ ପପୁଲାର ଫିଲ୍ମ ଷ୍ଟାର କୁହାଯାଇଛି ।

ଶୋ’ର ବିଟିଏସ ଷ୍ଟୋରୀରେ ଡେବିଡ ଦେଖାଇଛନ୍ତି ଯେ କିଭଳି ଶାହରୁଖ ଡାକିବାରୁ ଲୋକମ।।ନେ ଖୁସିରେ ପାଗଳ ହୋଇଯାଇଥିଲେ । ଡେବିଡ ଏହି ଦୃଶ୍ୟ ଦେଖି କହିଥିଲେ ଯେ ଏହା ଏବେ ପର୍ଯ୍ୟନ୍ତର ସବୁଠାରୁ ବୋଧ ହୁଏ ବଡ ଷ୍ଟାଡିଂ ଓବେଶନ ଯାହା ତାଙ୍କ ଶୋ’ରେ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More