Only for Entertainment

ସାମ୍ନାକୁ ଆସିଲା ସାହିଦ କପୁରଙ୍କ ପୁଅ ଜୈନର ପ୍ରଥମ ଫଟୋ, ସୋସିଆଲ ମିଡିଆରେ ଭାଇରାଲ ।

India
30

ସାହିଦ କପୁର ଏବଂ ମିରା  କପୁରଙ୍କ ଯୋଡିକୁ ବଲିଉଡର ସବୁଠାରୁ କ୍ୟୁଟ ଯୋଡି ବୋଲି କୁହାଯାଇଥାଏ । ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରୀ ନଜର ଆସିଥାଏ । ଦୁହେଁ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରମଧ୍ୟ ରହିଥାନ୍ତି ଏବଂ ଫ୍ୟାନ୍ସଙ୍କ ସହିତ ଫଟୋ ସେୟାର କରିଥାନ୍ତି । ନିକଟରେ ମିରା ପ୍ରଥମଥର ପାଇଁ ପୁଅ ଜୈନର ଫଟୋକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଜୈନଙ୍କୁ ଖୁବ କ୍ୟୁଟ ଅନ୍ଦାଜରେ ଦେଖିବାକୁ ମିଳିଛି । ମିରା ଫଟୋ ସେୟାର କରି ଲେଖିଥିଲେ Hello World ?। ଜୈନଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାହିଦଙ୍କ ଫ୍ୟାନ୍ସ ମଧ୍ୟ ଫଟୋକୁ ଖୁବ ପସନ୍ଦ କରିଛନ୍ତି । ସାହିଦ ଏବଂ ମିରା ରାଜପୁତ ଜୁଲାଇ ୨୦୧୫ରେ ବିବାହ କରିଥିଲେ । ତାଙ୍କର ୨ ବର୍ଷର ଝିଅ ମିଶା କପୁର ୨୦୧୬ ଅଗଷ୍ଟରେ ଜନ୍ମ ହୋଇଥିଲେ ।

 

 

View this post on Instagram

 

Hello World ?

A post shared by Mira Rajput Kapoor (@mira.kapoor) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More