Only for Entertainment

‘କବିର ସିଂ’ରେ ଏପରି ରହିବ ସାହିଦଙ୍କ ଲୁକ, ଦେଖନ୍ତୁ ଭାଇରାଲ ଫଟୋ ।

The Indian Express
33

ଅର୍ଜୁନ ରେଡ୍ଡୀର ହିନ୍ଦୀ ରିମେକ ଫିଲ୍ମ ‘କବିର ସିଂ’ ସାହିଦ କପୁରଙ୍କ ଲୁକ ଏବେ ସୋସିଆଲ ମିଡିଆରେ ଲିକ ହୋଇଯାଇଛି । ସାହିଦ କପୁରଙ୍କ ଫ୍ୟାନ ପେଜରେ ଏହି ଫଟୋକୁ ପୋଷ୍ଟ କରାଯାଇଛି । ଭାଇରାଲ ହେଉଥିବା ଏହି ଫଟୋରେ ସାହିଦ କପୁର ଜିନ୍ସରେ ନଜର ଆସିଛନ୍ତି । ଏହା ସହିତ ହୱାଇ ଚପଲ ଏବଂ ଘନ ଦାଢିରେ ସାହିଦଙ୍କୁ ଦେଖିବାକୁ ମିଳିଛି ।

 

 

View this post on Instagram

 

Uff Kabir Singh ı dead?? @shahidkapoor #KabirSingh #Shahidkapoor

A post shared by Shahid Kapoor Fc ( TURKEY ) (@shahidkapoorteam) on

ସାହିଦ ନିକଟରେ କହିଥିଲେ ଯେ, ସେ ଏବେ ଦାଢି ବଢାଉଛନ୍ତି । କାରଣ ଏହାର ଓରିଜିନାଲ ଫିଲ୍ମରେ ବିଜୟ ଦେବରାକୋଣ୍ଡା ମଧ୍ୟ ଦାଢିରେ ନଜର ଆସିଥିଲେ । ଫିଲ୍ମ ପାଇଁ ସାହିଦ କେବଳ ଦାଢି ନୁହେଁ ନିଜ ଫିଜିକରେ ମଧ୍ୟ ଖୁବ ପରିବର୍ତ୍ତନ କରାଇଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ ସାଦିହ ଫିଲ୍ମ ଫାଇଁ ମସଲ୍ସ ଘଟାଇଛନ୍ତି ।

କହିରଖୁଛୁ ଯେ, ଏହି ଫିଲ୍ମରେ ସାହିଦଙ୍କ ଅପୋଜିଟରେ କିଆରା ଆଡଭାନୀ ଲିଡରୋଲରେ ନଜର ଆସିବେ । ପୂର୍ବରୁ ସାହିଦ ଏବଂ କିଆରା ହନି ସିଂଙ୍କ ଉର୍ବଶୀ ମ୍ୟୁଜିକ ଭିଡିଓରେ ପ୍ରଥମଥର ପାଇଁ ନଜର ଆସିଥିଲେ । ତେବେ ର୍ଦକ ଦୁହିଁଙ୍କ କେମେଷ୍ଟ୍ରୀକୁ ପରଦାରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More