Only for Entertainment

ମନ୍ନତ’ର ବାଲକୋନିକୁ ଆସି ଫ୍ୟାନ୍ସଙ୍କୁ ଇଦ’ର ଶୁଭେତ୍ସା ଜଣାଇଲେ ଶାହାରୁଖ ଖାନ ।

bollywood tadka
46

ଆଜି ଆମ ଭାରତ ବ୍ୟତୀତ ଅନ୍ୟ କେତେକ ଦେଶରେ ମଧ୍ୟ ଇଦ ପର୍ବ ଖୁବ ଧୁମଧାମରେ ପାଳନ ହେଉଛି । ଅନ୍ୟ ପକ୍ଷରେ ବଲିଉଡ ସେଲିବ୍ରେଟୀମାନେ ଇଦର ଶୁଭେତ୍ସା ଜଣାଇବାକୁ ପଛରେ ପଡ଼ିନାହାଁନ୍ତି । ସୋସିଆଲ ମିଡିଆରେ ଶୁଭେତ୍ସା ଜଣାଯାଉଛି । ଏହି ଲିଷ୍ଟରେ ମଧ୍ୟ ଶାହାରୁଖ ଖାନଙ୍କ ନାମ ଏବେ ଯୋଡ଼ି ହୋଇଯାଇଛି ।

ପ୍ରତିଥର ଭଳି କିଙ୍ଗ ଖାନ ତାଙ୍କ ବଙ୍ଗଳା ‘ମନ୍ନତ’ର ବାଲୋକୋନିକୁ ଆସି ଫ୍ୟାନ୍ସ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

ନିକଟରେ ଶାହାରୁଖଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବାଲକୋନିକୁ ଆସି ହାତ ହଲାଇ ସମସ୍ତଙ୍କୁ ଶୁଭକାମନା ଜଚ୍ଚାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More