Only for Entertainment

ସାଙ୍ଗ ମାନଙ୍କ ସହିତ ସୁହାନା ଖାନଙ୍କ ପୋଲ ଡ୍ୟାନ୍ସ ଭାଇରାଲ ।

20

ଅଧିକାଂଶ ସମୟରେ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଯାନ୍ତି ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ । ନିକଟରେ ସୁହାନାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ସେ ସାଙ୍ଗ ମାନଙ୍କ ସହିତ ପାର୍ଟି କରୁଥିବାର ନଜର ଆସିଛନ୍ତି ।

ପାର୍ଟିରେ ସୁହାନା ତାଙ୍କ ବନ୍ଧୁ ମାନଙ୍କ ସହିତ ପୋଲ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭାଇରାଲ ଭିଡ଼ିଓ ସୁହାନାଙ୍କ ଫ୍ୟାନକ୍ଲବ ଆକାଉଂଟରେ ଶେୟାର କରାଯାଇଛି ।

 

 

View this post on Instagram

 

@suhanakhan2 dancing with her friends ??

A post shared by Suhana Khan ⭐ (@suhanakha143) on

ଏହି ଲାଟେଷ୍ଟ ଫଟୋ ପାଇଁ ସୁହାନା ଟ୍ରୋଲ ମଧ୍ୟ ହୋଇଛନ୍ତି । କାରଣ ଏକ ଫଟୋରେ ସୁହାନା ତାଙ୍କ ସର୍ଟଲେସ ପୁରୁଷ ବନ୍ଧୁଙ୍କ ସହିତ ଫଟୋ କ୍ଲିକ କରିବା ପାଇଁ ପୋଜ ଦେଉଥିବାର ନଜର ଆସିଛନ୍ତି । ଏହି ଫଟୋ ଟ୍ରୋଲର୍ସଙ୍କୁ ଆଦୌ ପସନ୍ଦ ଆସିନାହିଁ । ତେବେ ଭାରତୀୟ ଝିଅ ହୋଇ ୱେଷ୍ଟର୍ଣ୍ଣ ସଂସ୍କୃତିକୁ ଆପଣାଇଥିବାରୁ ଟ୍ରୋଲର୍ସ ସୁହାନାଙ୍କୁ ଟ୍ରୋଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More