Only for Entertainment

ଗୌରୀ ଶେୟାର କଲେ ପୁଅ ଅବରାମଙ୍କ ଫଟୋ, କିଛି ସମୟ ମଧ୍ୟରେ ହେଲା ଭାଇରାଲ

The Indian Express
0 42

 

ଶାହାରୁଖ ଖାନଙ୍କ ପୁଅ ଅବରାମର ଅନେକ ଫଟୋ ଭାଇରାଲ ହୋଇଛି । କିନ୍ତୁ ନିକଟରେ ଗୌରୀ ଖାନ ଅବରାମଙ୍କର ଏକ ଫୋଟୋ ଶେୟାର କରିଛନ୍ତି । ଯହା ଖୁବ ଖାସ ଅଟେ । ଏହି ଫଟୋରେ ଅବରାମ ଏକାକୀ ଡ୍ରାଇଭ କରୁଥିବାର ନଜର ଆସିଛନ୍ତି । ଏହି ଫଟୋର କ୍ୟାପସନରେ ଗୌରୀ ଲେଖିଥିଲେ, ‘ମେରା ନାଇଟ ରାଇଡର’ ।

ଅବରାମ ଯେତିକି କ୍ୟୁଟ ସେତିକି ରାଗି ମଧ୍ୟ । କୁହାଯାଉଛି ଯେ ଅବରାମଙ୍କୁ ଫଟୋ ଉଠାଇବା ପସନ୍ଦ ନୁହେଁ । ଏହା ସତ୍ତେ୍ୱ ମଧ୍ୟ ତାଙ୍କର ଏହି ଫଟୋ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ମଧ୍ୟ ସେ ରାଗିଥିବା ନଜର ଆସିଛନ୍ତି । ଏହି ଫଟୋକୁ ୧ ଲକ୍ଷ ୪୩ ହଜାରରୁ ଅଧିକ ଲାଇକ ମିଳିଛି ।

ସୂଚନା ଅନୁସାରେ ଶାହାରୁଖ ଏବଂ ଗୌରୀଙ୍କର ପୁଅ ଅବରାମ କ୍ୟୁଟ ଷ୍ଟାର କିଡର ଟପରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More