Only for Entertainment

ବିବ୍ୟାନ ଡିସେନା ଏବଂ ଗରିମା ଜୈନଙ୍କ ବ୍ରେକ ଅପ, ଦୁଇ ବର୍ଷ ପୂର୍ବରୁ ଭାଙ୍ଗଥିଲା ୫ବର୍ଷର ବିବାହ ।

Firstpost Hindi
31

ଟିଭିର ଲୋକପ୍ରିୟ କଳାକାର ବିବ୍ୟାନ ଡିସେନା ୨୦୧୭ରେ ପତ୍ନୀ ବାହାବିଜ ଦୋରାବଜିଙ୍କ ଠାରୁ ଛାଡ଼ପତ୍ର ନେଇ ଯାଇଥିଲେ ।

ଏବେ ଖବର ଆସିଛିଯେ ପୁଣିଥରେ ବିବ୍ୟାନଙ୍କ ହୃଦୟ ଭାଙ୍ଗି ଯାଇଛି । ଆଜ୍ଞା ହଁ ଭାଲେଂଟାଇନ ସପ୍ତାହରେ ଯେତେବେଳେ ଜଣେ ଅନ୍ୟ ଜଣକୁ ପ୍ରେମ ସମର୍ପଣ କରୁଛି ଏହି ସମୟରେ ବିବ୍ୟାନ ଡିସେନାଙ୍କର ଗର୍ଲଫ୍ରେଣ୍ଡ ଗରିମାଙ୍କ ସହିତ ବ୍ରେକ ଅପ ହୋଇଯାଇଥିବା କୁହାଯାଉଛି ।

ଆଜ୍ଞା ହଁ ଇଣ୍ଡିଆ ଫୋରମର ରିପୋର୍ଟ ଅନୁସାରେ ଦୁଇଜଣ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ ,କିନ୍ତୁ କିଛି ଦିନ ହେବ ଦୁଇଜଣଙ୍କ ମଧ୍ୟରେ କିଛି ଠିକ ନଥିଲା ଏବଂ କିଛି ମାସ ହେବ ଉଭୟ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି ।

ଗରିମାଙ୍କ ବୟାନ ଅନୁସାରେ ସେ ଏହି ବିଷୟରେ ଆଲୋଚନା କରିବାକୁ ଚାହୁଁ ନାହାଁନ୍ତି ଏବଂ ତାଙ୍କ ନାମ ସହିତ ବିବ୍ୟାନଙ୍କ ନାମ ଯୋଡ଼ା ଯାଉ ଏହା ମଧ୍ୟ ଚାହୁଁ ନାହାଁନ୍ତି । ଅନ୍ୟ ପକ୍ଷରେ ବିବ୍ୟାନ ଏହି ବିଷୟରେ ଏପର୍ଯ୍ୟନ୍ତ କିଛି ମଧ୍ୟ କହିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More