Only for Entertainment

ଇନସପେକ୍ଟର ଭିଣ୍ଡେ ଠାରୁ ନେଇ ଡକାୟତ କଲ୍ଲୁ ପର୍ଯ୍ୟନ୍ତ , ଏଭଳି ଥିଲା କିଛି ଶକ୍ତିଙ୍କ ଫିଲ୍ମରେ ଫନି ନାଁ !

World Blaze
0 39

ବଲିଉଡ ଫେମସ ଖଳନାୟକ ମଧ୍ୟରୁ ଜଣେ ଶକ୍ତି କପୂର, ଆଜି ତାଙ୍କର ୬୬ତମ ଜନ୍ମ ଦିବସ । ୩ସେପ୍ଟେମ୍ବର ୧୯୫୮ରେ ଜନ୍ମ ହୋଇଥିବା ଶକ୍ତି କପୂରଙ୍କ ରିୟଲ ନାଁ ସୁନୀଲ ସିକନ୍ଦର ଲାଲ କପୂର ଥିଲା । ଯେମିତି ଶକ୍ତି ନିଜ ଖଳନାୟକ ଭୂମିକାରେ ସମସ୍ତଙ୍କ ହୃଦୟ ଜିତିଥିଲେ, ସେହିଭଳି ସେ ତାଙ୍କର କମେଡି ଭୂମିକାରେ ଦର୍ଶକଙ୍କୁ ଖୁବ ହସାଇଛନ୍ତି । ଫିଲ୍ମରେ ଶକ୍ତି ନିଜର ରୋଚକ ନାଁ ଦ୍ୱାରା ହିଁ ଚାରିଆଡେ ଖୁବ ଚର୍ଚ୍ଚାରେ ରହିଥିଲେ ।


ଫିଲ୍ମ- ରାଜା ବାବୁ
ନା- ନନ୍ଦୁ

ଫିଲ୍ମ – ପଥର ଦିଲ
ନା- ଦୋ ରଂଗୀ

ଫିଲ୍ମ- ଅନ୍ଦାଜ ଅପନା ଅପନା
ନା- କ୍ରାଇମ ମାଷ୍ଟର ଗୋ ଗୋ


ଫିଲ୍ମ- ଚାଲବାଜ
ନା-ବଟୁକନାଥ ଲାଲନ ପ୍ରସାଦ ମାଲପାନୀ(ବଲମା)


ଫିଲ୍ମ- ଗିରଫ୍ତାର
ନା- ଚୁଟକିରାମ


ଫିଲ୍ମ-ବଦଲେ କି ଆଗ
ନା- ଡକାୟତ କଲ୍ଲୁ


ଫିଲ୍ମ- ଗୁଣ୍ଡା
ନା- ଖଲନାୟକ ଚୁଟୟା


ଫିଲ୍ମ- ହଙ୍ଗାମା
ନା- କଚରା ସେଠ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More