Only for Entertainment

ଛେଳି ଜଗୁଆଳିରୁ ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ

facebook
0 37

ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ ନଜାତ ବେଲକେମ, ଜଣେ ସଫଳ ମହିଳା ଭାବେ ବେଶ ପରିଚିତ । କିନ୍ତୁ ତାଙ୍କ ଅତୀତ ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ନଜାତଙ୍କ ପିଲାଦିନ ବିତିଥିଲା ଜଣେ ଛେଳି ଜଗୁଆଳି ଭାବରେ । ୧୯୭୭ ରେ ଜନ୍ମ ନେଇଥିବା ଏହି ମହିଳା ଜଣଙ୍କର ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ । ୨୦୦୨ ମସିହାରେ ପ୍ୟାରିସରେ ନିଜ ଗ୍ରାଜୁଏସନ ସାରିବା ପରେ ଏକ ସମାଜବାଦୀ ଦଳରେ ସେ ଯୋଗ ଦେଇଥିଲେ । ୨୦୧୪ ମସିହାରେ ସେ ପ୍ରଥମ ଫ୍ରେଚ୍ ମହିଳା ଶିକ୍ଷାମନ୍ତ୍ରୀଭାବେ ଯୋଗ ଦେଇଥିଲେ ।କଠିନ ପରିଶ୍ରମ ଦ୍ୱାରା କିଭଳି ଜଣେ ଗରିବ ଝିଅ ଦେଶର ଶିକ୍ଷା ମନ୍ତ୍ରୀ ହୋଇପାରେ ତାହାର ଉଦହାରଣ ସୃଷ୍ଟି କରିଛନ୍ତି ଏହି ମହିଳା ଜଣକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More