Only for Entertainment

କ୍ରୁଜରେ ମର୍ନିଲ ମୁନରୋ ସାଜୁଥିଲେ ଶିଳ୍ପା , ପବନରେ ଉଡିଲା ଫ୍ରକ !

206

ଶିଳ୍ପା ସେଟ୍ଟୀ କୁନ୍ଦ୍ରା କିଛିଦିନ ହେବ ପରିବାର ସହ ଛୁଟି ମନାଉଛନ୍ତି । ସେ କ୍ରୁଜରେ ଏକ ଖାସ ମୂହୁର୍ତ୍ତ ବିତାଉଛନ୍ତି । ଶିଳ୍ପା ତାଙ୍କ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ଏକ ମଜାଦାର ଫଟୋ ଏବଂ ଭିଡିଓ ଶେୟାର କରିଥାଆନ୍ତି । ଏଥର ମଧ୍ୟ ସେ ସେହିଭଳି ଫନି ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓ ହୁଏତ ପୁରୁଣା ମାତ୍ର ଏବେ ଟ୍ରିପ ର ନୁହେଁ ।

ଏଥିରେ ସେ କ୍ରୁଜ ଊପରେ ନଜର ଆସିଛନ୍ତି ଏବଂ ସମୁଦ୍ର ଓ ପବନ ପାଇଁ ସେ ମର୍ଲିନ ମୁନରୋ ବାଲା ପୋଜ ଦେଉଥିଲେ । ଏହିସମୟରେ ପବନର ବେଗ ଜୋର ହେବାରୁ ଶିଳ୍ପାଙ୍କ ଡ୍ରେସ ଉପରକୁ ଉଠି ଯାଇଥିଲା । ଶିଳ୍ପା ନିଜେ ସୋସିଆଲ ମିଡିଆରେ ଏହି ଭିଡିଓ ଶେୟାର କରି ନିଜର ମଜାକ ଉଡାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ତାଙ୍କ ସହ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ପୁଅ ବିୟାନ ମଧ୍ୟ ଅଛନ୍ତି । କ୍ରୁଜରେ ମଧ୍ୟ ଶିଳ୍ପା ନିଜ ଡାଏଟ ଏବଂ ଫିଟନେସର ପୂରା ଧ୍ୟାନ ରଖୁଛନ୍ତି । ଶିଳ୍ପା ସେହିଭଳି କିଛି ଦିନ ତଳେ ଏକ ଭିଡିଓ ଶେୟାର କରିଥିଲେ , ଯେଉଁଥିରେ ସେ ଶିଗଲ ପକ୍ଷୀ ସହ ପଂଜାବୀରେ କଥା ହୋଇ ତା’ର ହାଲଚାଲ ପଚାରୁଛନ୍ତି ।

 

View this post on Instagram

 

Punjabi in Italy??Ki Gul to Sea Gull??He wasn’t very amused!! Just walked away.. #birdtalk #happy #traveldiaries #naples #italy

A post shared by Shilpa Shetty Kundra (@theshilpashetty) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More