Only for Entertainment

ପୁଅକୁ କୋଳରେ ଧରି ୱର୍କଆଉଟ କରୁଥିବାର ନଜର ଆସିଲେ ଶିଳ୍ପା ସେଟ୍ଟୀ ।

bollywood tadka
17

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ ସ୍ଲିମ ଏବଂ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶିଲ୍ପା ଅଧିକାଂଶ ସମୟରେ ୱାର୍କଆଉଟ କରୁଥିବାରଫଟୋ ତାଙ୍କ ଫ୍ୟାନ୍ସଙ୍କ ସହିତ ଶେୟାର କରିଥାନ୍ତି । ନିକଟରେ ଶିଲ୍ପା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓ କିନ୍ତୁ ପୂର୍ବ ସମସ୍ତ ଭଳି ନୁହେଁ । କିନ୍ତୁ ଭିଡ଼ିଓର ଖାସ କଥା ହେଉଛି ସେ ତାଙ୍କ ପୁଅକୁ କୋଳରେ ଧରି ଏକ୍ସ୍ସରସାଇଜ କରୁଥିବାର ନଜର ଆସିଛନ୍ତି । ଭିଡ଼ିଓରେ ସେ ଟାଇସ୍ପେସର ୱର୍କଆଉଟ କରୁଥିବାର ନଜର ଆସିଛନ୍ତି ଏବଂ ତାଙ୍କ କୋଳରେ ବସିଛନ୍ତି ତାଙ୍କ ପୁଅ ବିୟାନ ରାଜ କୁନ୍ଦ୍ରା ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଶିଳ୍ପା ଯଦିଓ ଫିଲ୍ମରେ ନଜର ଆସୁନାହାଁନ୍ତି ତଥାପି ଏକ ରିଆଲିଟି ଶୋ’ରେ ହୋଷ୍ଟ କରୁଥିବାର ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More