Only for Entertainment

ସାଙ୍ଗ ମାନଙ୍କ ସହିତ ଡିନର ଡେଟରେ ସ୍ପଟ ହେଲେ ଶ୍ରଦ୍ଧା, ସାମ୍ନାକୁ ଆସିଲା ବିନା ମେକ ଅପରେ ଫଟୋ ।

31

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋମବାର ରାତିରେ ଏକ ରେଷ୍ଟୁରାଂଟ ବାହାରେ ସ୍ପଟ ହୋଇଛନ୍ତି । ସେଠାରେ ତାଙ୍କ ସହିତ ତାଙ୍କର କିଛି ବନ୍ଧୁ ଉପସ୍ଥିତ ଥିଲେ । ଶ୍ରଦ୍ଧା ଗ୍ରେ ରଙ୍ଗର ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି ।

ଶ୍ରଦ୍ଧା ବିନା ମେକଅପରେ ସିମ୍ପଲ ନଜର ଆସିଛନ୍ତି । କହିରଖୁଛୁଯେ ଦୁଇ ଦିନ ପୂର୍ବରୁ ଶ୍ରଦ୍ଧା ତାଙ୍କର ୩୧ ତମ ଜନ୍ମଦିନ ପାଳନ କରିଛନ୍ତି ।

ୱର୍କଫ୍ରଂଟ କଥା ଆଲୋଚନା କରିବା ତେବେ ଶ୍ରଦ୍ଧା ଫିଲ୍ମ ସାହୋ, ଛିଛୋରେ ଏବଂ ଷ୍ଟ୍ରିଟ ଡ୍ୟାନ୍ସରରେ ନଜର ଆସିବେ । ଅବଶ୍ୟ ଏବେ ଷ୍ଟ୍ରିଟ ଡ୍ୟାନ୍ସର ସୁଟିଂରେ ବ୍ୟସ୍ତ ଅଛନ୍ତି ଶ୍ରଦ୍ଧା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More