Only for Entertainment

ମଦ ନିଶାରେ ବୁଡ଼ି ରହୁଥିଲେ ଅଭିନେତ୍ରୀ ଶୃତି ହାସନ, ଏକ୍ସ ବଏଫ୍ରେଣ୍ଡ ସହିତ……………..

ht
127

ସାଉଥ ସୁପରଷ୍ଟାର କମଲ ହାସନଙ୍କ ଝିଅ ବା ଅଭିନେତ୍ରୀ ଶୃତି ହାସନ ନିକଟରେ ଏକ ଚ୍ୟାଟ ଶୋ’ରେ ପହଂଚିଥିଲେ । ଶୋ’ରେ ନିଜ ଜୀବନ ସହିତ ଜଡ଼ିତ କିଛି କଥାର ଖୁଲାସା କରିଛନ୍ତି ଶୃତି । ଶୃତି କହିଛନ୍ତିଯେ ଦିନେ ଏଭଳି ସମୟ ଥିଲା ଯେତେବେଳେ ମୁଁ ମଦ ନିଶାରେ ବୁଡ଼ି ରହୁଥିଲି । କିନ୍ତୁ ମଦ ଛାଡ଼ିବା ପରେ ତାଙ୍କ ଶରୀର ଉପରେ ତାହାର ପ୍ରଭାବ ପଡ଼ିଲା ।

ଶୃତିଙ୍କ କହିବା ମୁତାବକ ସେ ଖୁବ ହ୍ୱସ୍କ ଲବର ଥିଲେ । ଏସବୁକୁ ବନ୍ଦ କରିବା ପାଇଁ ସେ ବ୍ରେକ ନେଇଥିଲେ । ଏହା ତାଙ୍କ ପାଇଁ ବଡ଼ ପରିବର୍ତ୍ତନ ଥିଲା । କିନ୍ତୁ ମଦ ଛାଡ଼ିବା ପରେ ସେ ଅସୁସ୍ଥ ହୋଇ ଯାଇଥିଲେ, କିନ୍ତୁ ଏହାର କାରଣ କାହାକୁ କହିଲେ ନାହିଁ । ତେବେ ଏହା ଖୁବ ବ୍ୟକ୍ତିଗତ ଥିଲା ଏବଂ ସେ ନିଜକୁ ଠିକ କରିବାକୁ ଲାଗିଲେ ।ଏଥିରୁ ମୁକ୍ତି ପାଇବା ପାଇଁ ସେ ୧ ବର୍ଷର ବ୍ରେକ ନେଇଥିଲେ । ଏବେ ସେ ସଂପୂର୍ଣ୍ଣ ଠିକ ଥିବା କହିଛନ୍ତି । ଏକ୍ସ ବଏଫ୍ରେଣ୍ଡ କଥା ପଚାରିବାରୁ କହିଲେ ମୁ ଁ ବହୁତ ଥଣ୍ଡା ମିଜାଜର ଝିଅ ଥିଲି, ତେଣୁ ସମସ୍ତେ ମୋ ଉପରେ ବସ ଭଳି ବ୍ୟବହାର କରୁଥିଲେ, ଏହା ସହିତ ମୁଁ ଖୁବ ଇମୋଶନାଲ ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More