Only for Entertainment

ସିଦ୍ଧାର୍ଥଙ୍କ ବର୍ଥ ଡେ ପାର୍ଟିର ଝଲକ ସିଦ୍ଧାର୍ଥଙ୍କ ବର୍ଥଡେ ପାର୍ଟିରେ ପହଂଚିଲେ ଏହି ସବୁ କଳାକାର !

19

୨୦୧୨ରେ ଷ୍ଟୁଡେଂଟ ଅଫ ଦ ଇୟର ଫିଲ୍ମ ଜରିଆରେ ବଲିଉଡରେ ପାଦ ଦେଇଥିବା ହ୍ୟାଣ୍ଡସମ ହଙ୍କ ସିଦ୍ଧାର୍ଥ ମଲହୋତ୍ରାଙ୍କର ଆଜି ୩୪ତମ ଜନ୍ମ ଦିବସ ।ଏହି ଅବସରରେ ସିଦ୍ଧାର୍ଥଙ୍କ ଘର ବାହାରେ ଫ୍ୟାନ୍ସଙ୍କ ଭିଡ ରହିଥିଲା, ସେ ଫ୍ୟାନ୍ସଙ୍କ ସହ ତଳକୁ ଆସି କେକ କାଟିଥିଲେ ।

ଏହାପରେ ସିଦ୍ଧାର୍ଥଙ୍କ ବର୍ଥ ଡ଼େ ପାର୍ଟିରେ ନଜର ଆସିଲେ ବଲିଉଡ଼ ନାମିଦାମି ଷ୍ଟାରକାଷ୍ଟ । ପାର୍ଟିରେ କ୍ୟାଟରୀନା କୈଫ, ଜ୍ୟାକଲିନ ଫର୍ଣ୍ଣାଡ଼ିଜ, ସୋନାକ୍ଷୀ ସିହ୍ନା, କରିସ୍ମା କପୁର ମଧ୍ୟ ଦେଖିବାକୁ ମିଳିଥିଲା ।

 

ପାର୍ଟିର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । କ୍ୟାଟରିନା ହଳଦିଆ ରଙ୍ଗର ଡ଼୍ରେସରେ ନଜର ଆସିଥିବା ବେଳେ ସୋନାକ୍ଷୀ ବ୍ଲୁ ରଙ୍ଗର ଡ଼୍ରେସରେ ନଜର ଆସିଥିଲେ । ଅନ୍ୟପଟେ ବର୍ଥ ଡ଼େ ବୟଙ୍କୁ ବ୍ଲାକ ସାର୍ଟରେ ଦେଖିବାକୁ ମିଳିଥିଲା ।

ଏହାସହ ଆଜିର ଖବର ମୁତାବକ ସିଦ୍ଧାର୍ଥ ନିଜ ଡିଜାଇନର ବନ୍ଧୁ ରୋହିତ ବାଲଙ୍କ ର‌୍ୟାମ୍ପରେ ଚନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More