Only for Entertainment

ପୁଚୁକୁ ଗାଲି ଗୀତର ରିକ୍ରିଏଟକୁ ନେଇ ମୁହଁ ଖୋଲିଲେ ସିଦ୍ଧାନ୍ତ ମହାପାତ୍ର

wikipedia
192

ଆଜିକାଲି ପ୍ରତ୍ୟେକ ଜିନିଷକୁ ନେଇ ନୂଆ ଟ୍ରେଣ୍ଡ ଚାଲିଛି । ଯାହା କୌଣସି ଡ୍ରେସ ଡିଜାଇନ ହେଉ ବା ଅନ୍ୟ କୌଣସି ଜିନିଷ । ତେବେ ଫିଲ୍ମର ଗୀତ ସବୁ ଆଜିକାଲି ରିକ୍ରିଏଟ ହେଉଥିବା ଦେଖିବାକୁ ମିଳୁଛି । ନିକଟରେ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ପ୍ରସିଦ୍ଧ ଗୀତ ‘ପୁଚୁକି ଗାଲି ଫେଶନ ବାଲି’ ମଧ୍ୟ ରିକ୍ରିଏଟ ହୋଇଛି । ଯେଉଁଥିରେ ଦୁଇ ନବାଗତଙ୍କୁ ଦେଖିବାକୁ ମିଳିଛି ଏବଂ ଗୀତକୁ ଖୁବ ରେସପନ୍ସ ମଧ୍ୟ ମିଳିଛି । ତେବେ ସବୁଠାରୁ ଖାସ କଥା ହେଉଛି ଏହି ଗୀତକୁ ନେଇ ଏବେ ସାମ୍ନାକୁ ଆସିଛି ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରତିକ୍ରିୟା । ଯେଉଁଥିରେ ସେ ଫିଲ୍ମକୁ ନେଇ ଯଡ଼ିତ କିଛି କଥା କହିଛନ୍ତି । ସିଦ୍ଧାନ୍ତ କହିଛନ୍ତି ଫିଲ୍ମ ରିଲିଜ ହେବା ପରେ ପରେ ଲୋକ ତାଙ୍କୁ ତାଙ୍କ ନାମ ପରିବର୍ତ୍ତେ ପୁଚୁକି ଗାଲି ଡାକିବାକୁ ଲାଗିଲେ, ଯାହା ଖୁବ ମଜାଦାର ଥିଲା । ଏହା ସହିତ ସିଦ୍ଧାନ୍ତ ଆଉ କ’ଣ କହୁଛନ୍ତି ଦେଖନ୍ତୁ ଏବଂ ଶୁଣନ୍ତୁ ତାଙ୍କ ମହଁରୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More