Only for Entertainment

ସିଲ୍ପା ସେଟ୍ଟୀ ସମସ୍ତଙ୍କ ସାମ୍ନାରେ ଖୋଲିଲେ ସଲମାନଙ୍କ ସର୍ଟର ବଟନ ।

twitter
0 45

ସଲମାନ ଖାନ ତାଙ୍କ ରିଆଲିଟି ଶୋ ଦଶ କା ଦମରେ ଲୋକଙ୍କ ସହିତ ଖୁବ ମସ୍ତୀ କରୁଛନ୍ତି ଏବଂ ସେମାନଙ୍କୁ ଟଙ୍କା ମଧ୍ୟ ଦେଉଛନ୍ତି । ଶୋ’ର ଏକ ଏପିସୋଡରେ ତାଙ୍କ ଘନିଷ୍ଠ ବନ୍ଧୁ ସିଲ୍ପା ସେଟ୍ଟୀ ଏବଂ ଫରାହା ଖାନ ନଜର ଆସିଥିଲେ । ଏହି ୱିକେଣ୍ଡ ଏପିସୋଡରେ ଅନିଲ କପୁର ତାଙ୍କ ଫିଲ୍ମ ଫନ୍ନେ ଖାଁର ପ୍ରମୋଶନ ପାଇଁ ଆସିଥିଲେ । ସଲମାନଙ୍କ ହଗ କରିବା ପରେ ସିଲ୍ପା ସଲମାନଙ୍କ ଡ୍ରେସ୍ର ବଟନ ଖୋଲୁଛନ୍ତି ଏବଂ କହୁଛନ୍ତି ଥାଉ ବନ୍ଦ କରିଦିଅ । ଯାହା ଖୁବ ମଜାଦାର ଅନୁଭବ ହେଉଛି । ଏହା ସହିତ ଫରାହା ଆପତ୍ତି କରୁଛନ୍ତିଯେ ସିଲ୍ପାଙ୍କୁ ଯେଉଁଭଳି ହଗ କଲ ମୋତେ କିନ୍ତୁ ସେହିଭଳି ନୁହେଁ ।

 

ଏପିସୋଡରେ ସଲମାନ ପଚାରୁଛନ୍ତିଯେ କେତେ ଜଣ ଭାରତୀୟ ହିନ୍ଦୀ ଇଂରାଜୀ କହୁଥିବା ଝିଅଙ୍କୁ ଶୀଘ୍ର ଇମ୍ପ୍ରେଶ ହୋଇଯାଆନ୍ତି । ଏହାପରେ କ୍ୟାଟ୍ରିନାଙ୍କ ନାମ ନେଇ ଫରାହା ଖୁବ ଚିଡ଼ାଉଛନ୍ତି ସଲମାନଙ୍କୁ । ସଲମାନ କହୁଛନ୍ତିଯେ କ୍ୟାଟ୍ରିନା ହିନ୍ଦୀ କହୁଛନ୍ତି ଏବଂ ଏହାପରେ ଫରାହା କହୁଛନ୍ତି ତୁମେ ହିନ୍ଦୀ ଶିଖାଇଛ । ତେବେ ଏପିସୋଡଟି ସଂପୂର୍ଣ୍ଣ ମସ୍ତୀଭରା ଥିଲା ଏବଂ ଖାସ କଥା ହେଉଛି ଶୋ’ରେ ଐଶ୍ଚର୍ଯ୍ୟାଙ୍କ ବିଷୟରେ ଆଲୋଚନା । ଯାହାଙ୍କ ନାମ ଶୁଣିବା ପରେ ସଲମାନଙ୍କ ପ୍ରତିକ୍ରିୟା ବଦଳି ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More