Only for Entertainment

ବୃଦ୍ଧାଶ୍ରମରେ ଶସ୍ତା ଫଳ ଦେବାକୁ ନେଇ ଟ୍ରୋଲ ହୋଇଥିଲେ ସିଲ୍ପା ସେଟ୍ଟୀ,ଏବେ ଏଭଳି ଉତ୍ତର ଦେଲେଯେ ଟ୍ରୋଲର୍ସଙ୍କ ମୁହଁ ବନ୍ଦ ହୋଇଗଲା ।

amarujala
0 81

ସିଲ୍ପା ସେଟ୍ଟୀଙ୍କ ପୁଅର ଜନ୍ମଦିନ ୨୧ ମଇକୁ ଥିଲା । ତେଣୁ ସେଲିବ୍ରେସନ ପୂର୍ବରୁ ସେ ତାଙ୍କ ମା ଏବଂ ପତିଙ୍କ ସହିତ ବୃଦ୍ଧାଶ୍ରମକୁ ଯାଇଥିଲେ । ସେଠାରେ କେବଳ ସେମାନଙ୍କ ସହିତ ସେ କଥା ହୋଇନଥିଲେ ବରଂ କିଛି ଖାଦ୍ୟ ମଧ୍ୟ ଖାଇବାକୁ ଦେଇଥିଲେ । ତେବେ ସେ କଦଳୀ ଏବଂ ମିଠା ବାଂଟୁଥିବା ସମୟର ଏକ ଭିଡ଼ିଓକୁ ସିଲ୍ପା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଥିଲେ । ଯାହା ଭାଇରାଲ ହେବାମାତ୍ରେ ଲୋକ ତାଙ୍କୁ ଟ୍ରୋଲ କରିଥିଲେ ।

ଏବେ ଏହି ମାମଲାରେ ସମସ୍ତଙ୍କ ମୁହଁ ବନ୍ଦ ହେବଭଳି ଉତ୍ତର ଦେଇଛନ୍ତି ସିଲ୍ପା ସେଟ୍ଟୀ । ସେ ଲେଖିଛନ୍ତିଯେ ଖୁବ ଦୁôଖ ଲାଗୁଛିଯେ ଆପଣମାନେ ଏହିଭଳି ଭାବୁଛନ୍ତି । ଆମ ତରଫରୁ ସେମାନଙ୍କ ପାଇଁ ଖାଇବା ପିଇବାର ସମସ୍ତ ବ୍ୟବସ୍ଥା ଥିଲା । ଏହା ସହିତ ସିଲ୍ପା କହିଛନ୍ତିଯେ ଏହା ଆମ ଘରର ପରମ୍ପରା । ଏହା କେତେ ବର୍ଷ ଧରି ଚାଲି ଆସୁଛି । କୌଣସି ପ୍ରକାରର ଲୋକଦେଖା କାମ କରିବା ମୋର ଉଦ୍ଦେଶ୍ୟ ନୁହେଁ । ତେବେ ସିଲ୍ପା ଏହା କ୍ୟାପ୍ସନରେ ଲେଖିଥିଲେଯେ ତାଙ୍କ ବାପାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ସେ ଆଗକୁ ନେଉଛନ୍ତି ।

ବିୟାନଙ୍କ ଜନ୍ମଦିନରେ ବିଭିନ୍ନ ବଡ଼ ବଡ଼ ସେଲିବ୍ରେଟୀ ସେଠାରେ ପହଂଚିଥିଲେ । ଐଶ୍ଚର୍ଯ୍ୟା ମଧ୍ୟ ଝିଅ ଆରାଧ୍ୟା ସହିତ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More