Only for Entertainment

ଥାନୋସକୁ ଦେଖି ମନେ ପଡିଯିବ ଶାହରୁଖ ଖାନ. ଆଭେଞ୍ଜର୍ସର ଡିଲିଟେଡ ସିନ ରିଲିଜ ।

Hindustan Times
0 41

ମାର୍ବଲ ଷ୍ଟୁଡିଓର ଆଭେଂଜର୍ସ ଇନଫିନିଟି ୱାରର ନୂଆ ଡିଲିଟେଡ ସିନ ଅନଲାଇନ ଜାରି କରାଯାଇଛି । ନୂଆ ସିନର ଟାଇଟଲ ଏ ଫାଦର୍ସ ଚଏସ ଆଣ୍ଡ ଫିଚର୍ସ ଅଟେ, ଯେଉଁଥିରେ ଥାନୋସ ଏବଂ ଗମୋରା ଙ୍କ ସମ୍ପର୍କକୁ ପରଦାରେ ଦେଖାଯାଇଛି ।

ପାଖାପାଖି ଅଢେଇ ମିନିଟର ଏହି ସିନକୁ ଦେଖି ଆପଣଙ୍କୁ ଶାହରୁଖ ଖାନ ବିଗ ବଜେଟ ସୁପରହିରୋ ଫିଲ୍ମ ‘ରା ୱନ’ମନେ ପଡିଯିବ । ଡିଲିଟେଡ ସିନରେ ଥାନୋସ ନିଜ ଝିଅ ଗମୋରାଙ୍କୁ ଦେଖି ଦୁନିଆ ଶେଷ ହେବା ପରେ କେହି ବଂଚି ନଥିଲେ ଯେତେବେଳେ ପର୍ଯ୍ୟନ୍ତ ଗମୋରା ଥାନୋସଙ୍କୁ ମିଳିଥିଲେ ବୋଲି କହଛନ୍ତି । ଶେଷରେ ଫିଲ୍ମ ନିର୍ଦ୍ଦେଶକ ଏନ୍ଥୋନି ରୁସୋ ଏହାର ଖୁଲାସା କରିଛନ୍ତି ଯେ ସେ ଏହି ସିନର ଫାଇନାଲ କଟ ପରେ ପାଇଁ ହଟାଇଥିଲେ ।

ସିନରେ ଭିଡିଓର ରଫ କଟ ରହିଛି ଯେଉଁ କାରଣରୁ କହିବା ସମୟରେ ଥାନୋସର ଲିପ୍ସ ମୋମେଂଟ ମଧ୍ୟ ନଜର ଆସୁନାହିଁ । ଫିଲ୍ମରେ ଥାନୋସର ଭୂମିକା ରହିଛି ଜୋଶ ବୋରଲିନ ଏବଂ ଗମୋରା ଜୋଏ ସାଲଦାନ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ମାର୍ବଲ ଷ୍ଟୁଡିଓ ଦ୍ୱାରା ନିର୍ମାଣ କରାଯାଇଛି, ଏହାର ଡିସ୍ଟ୍ରିବ୍ୟୁସନର କାମ ଡିଜ୍ନି ଷ୍ଟୁଡିଓ ମୋଶନ ପିକ୍ଚର୍ସ ତୁଲାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More