Only for Entertainment

ହଲିଉଡର ପ୍ରସିଦ୍ଧ ସିଙ୍ଗର ପେବୋ ବ୍ରାଏସନ ତତକ୍ଷଣାତ ହସ୍ପିଟାଲରେ ଭର୍ତ୍ତି ।

bollywood tadka
23

ଜଣାଶୁଣା ଗାୟକ ପେବୋ ବ୍ରାଏସନଙ୍କୁ ସାଧାରଣ ହୃତଘାତ ଆସିବା ମାତ୍ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଚି । ଗାୟକ ଏବଂ ଗୀତିକାର ପ୍ରବକ୍ତା ପିପଲ ମାଗାଜିନକୁ କହିଛନ୍ତିଯେ ପେବୋଙ୍କୁ ବର୍ତ୍ତମାନ ହୋଶ ଆସିଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ପ୍ରବକ୍ତାଙ୍କ କହିବା ଅନୁସାରେ ସେମାନେ ବନ୍ଧୁ ଏବଂ ପ୍ରଶଂସକଙ୍କ ଶୁଭକାମନା ଲୋଡ଼ୁଛନ୍ତି । କହିରଖୁଛୁଯେ ପେବୋ ବ୍ରାଏସନଙ୍କ ଡିଜନୀର ହିଟ ଫିଲ୍ମ ‘ବିୟୁଟି ଆଣ୍ଡ ଦ ବିଷ୍ଟ’ ଏବଂ ଅଲାଦିନ ଖୁବ ଲୋକପ୍ରିୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More